ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଚୈତନ୍ୟ ଭୁକ୍ତା ) ବିରାମହରାଜପୁର ବ୍ଲକ ଖଣ୍ଡହତା ରବୀନ୍ଦ୍ରନାଥ ଜୁନିଅର କଲେଜ ଠାରେ ସିୟା ପରିବାର ଓ ସମ୍ବାଦ ଆମ ଓଡିଶା ତରଫରୁ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି!ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, କମିରା ସରପଞ୍ଚ ଅନୁସୟା ପଧାନ, ଅଧ୍ୟାପକ ଶରତ ଭୋଇ, ଚମ୍ପମାଲ ସମିତି ସଭ୍ୟ ଲଷ୍ମୀନାରାୟଣ ପୁରୋହିତ, ସାମାଜିକ କର୍ମୀ ସପନ ପଧାନ ଯୋଗ ଦେଇଥିଲେ!ସିୟା ସଂଗଠନ ର ସମ୍ପାଦକ ସୁଦାମ ଗାଈଗରିଆ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ, ପ୍ରମୋଦ ପଣ୍ଡା,ବାଶୁଦେବ ବେହେରା, ସୁକୃ ମେହେର, ସତ୍ୟରଞ୍ଜନ ମେହେର, ଦିଲ୍ଲୀପ ପଧାନ, ଗୋବିନ୍ଦ ପଧାନ ମାହେଶ୍ୱରୀ ସେନା ର ସୁଧାଂଶୁ କର୍ଣ୍ଣ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!