ବିଜେପି ସରକାର ‘ନୂଆ ଓ’ ଯୋଜନା ବନ୍ଦ କଲେ

ଭୁବନେଶ୍ୱର :(ରିପୋର୍ଟ – ସମୀର ରଞ୍ଜନ ନାୟକ )ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର‘ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି’ ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚଶିକ୍ଷାମନ୍ତ୍ରୀ ବିଧାୟକ ଚକ୍ରମଣି କହଁରକରିଥିଲେ ପ୍ରଶ୍ନପିଜି-ୟୁଜି ପିଲାଙ୍କ ପାଇଁ ଆସିବ ନୂଆ ଯୋଜନାନୂଆ ଯୋଜନାରେ ଯୋଗାଇ ଦିଆଯିବ ଆର୍ଥିକ ସହାୟତା ସୂଚନା ଯୋଗ୍ୟ ଯେ ବିଜେଡି ସରକାରଙ୍କ ଆଉ ଏକ ଯୋଜନାକୁ ବିଜେପି ସରକାର ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି।

ଏଥର ବିଜେଡି ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମକୁ ମୋହନ ସରକାର ବନ୍ଦ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି।

Leave a Reply

Your email address will not be published. Required fields are marked *

Powered by Joinchat