ଅପ୍ରାଇଜ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର ପରିସରରେ ଅପ୍ରାଇଜ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁଟ, ବରଗଡ଼ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଇଂ ଜଗଦୀଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଅକ୍ଷୟ କୁମାର ଭଞ୍ଜ, ଉପାଧ୍ୟକ୍ଷ ଡଃ ଦୁର୍ଲ୍ଲଭ, ପ୍ରଶାସନିକ ଅଧିକାରୀ ମାନସ ସାହୁ ଓ ସୂଚନା ଅଧିକାରୀ ମୁକୁନ୍ଦ ଦାଶ ମଞ୍ଚାସିନ ରହିଥିଲେ

Leave a Reply

Your email address will not be published. Required fields are marked *

Powered by Joinchat