ପୁରୀ (ଜିତେନ୍ଦ୍ର କୁମାର ସାବୁତ): ବିଶ୍ଵ ପଖାଳ ଦିବସ ଅବସରରେ ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ଆୟୋଜିତ ପଖାଳ ଦିବସ ରେ ସାଧୁ ସନ୍ଥ ମାନେ ମିଶି ପଖାଳ ଦିବସ ପାଳନ କଲେ |ପୁରୀ ର ଏକ୍ସ (ଏମ ଏଲ ଏ )ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ !

ଜଗନ୍ନାଥ ପହାପ୍ରଭୁ ଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ ଓ ଓଡ଼ିଆ ମାନଙ୍କ ର ପସନ୍ଦ ଖାଦ୍ୟ ମଧ୍ୟ ପଖାଳ ! ପଖାଳ କଂଶା ରେ ଯୋଉ ଶାନ୍ତି ଅଛି ତାହା କୌଣସି ଖାଦ୍ୟ ରେ ନାହିଁ ବୋଲି ସମସ୍ତେ ଆଲୋଚନା କରିଥିଲେ!