ପୁରୀରେ ବିପୁଳ ପରିମାଣର ବାଣ ଜବତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ନବକଳେବର ରୋଡ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁରୀ ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି! ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ।

ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

Powered by Joinchat