ଖୋର୍ଦ୍ଧା ଆଞ୍ଚଳରେ ଲଘୁ ଖଣିଜ ଚୋରା କାରବାର ଉପରେ ପୋଲିସ ବଡ଼ ଧରଣର ରେଡ୍

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଖୋର୍ଦ୍ଧା ଲଘୁ ଖଣିଜ ଚୋରା କାରବାର ଉପରେ ବଡ଼ ଧରଣର ରେଡ୍ ।ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସରଧାପୁରରେ ଚାଲିଥିବା ଖଣିରେ ସ୍ଵତନ୍ତ୍ର ଟାସ୍କ ଫୋର୍ସର ଚଢ଼ାଉ । ପାୱାର ଟିଲାର୍, ଜେସିବି, ଟ୍ରକ୍, ଟ୍ରାକ୍ଟର, ବାଇକ୍ ମୋଟ ୩୮ରୁ ଉର୍ଦ୍ଧ୍ବ ଗାଡ଼ି ଜବତ କରିଛି ଟିମ୍ । ଘଟଣାରେ ୬ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ୨୫ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେବେ ଆଗାମୀ ଦିନରେ ଏହିପରି ବେଆଇନ ପଥର ଖଣି ଉପରେ ଚଢ଼ାଉ ଜାରି ରହିବ ବୋଲି ପୋଲିସ କହିଛି

Leave a Reply

Your email address will not be published. Required fields are marked *

error: Content is protected !!