ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ପୁରୀରେ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ହୋଇଛି,ଏହି କାର୍ଯ୍ୟକ୍ରମରେ ମାନନୀୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ତ୍ୟୋଦୟ ଗୃହ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ,ଗରିବ ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏବଂ ସେମାନଙ୍କ ପାଇଁ ଏକ ପକ୍କା ଘର ଉପଲବ୍ଧ କରାଇବା ପାଇଁ ଏଭଳି ଏକ ଜନ କଲ୍ୟାଣକାରି ଯୋଜନାର ଶୁଭାରମ୍ଭ ହୋଇଛି l

ଏଥୀରେ ପୁରୀ ଏମ ପି ସମ୍ବିତ ପାତ୍ର,ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat