ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ

ଅନୁଗୋଳ (ଅଜିତ କୁମାର ଭୋଇ ): ବିଗତ ସମୟରେ ଅନୁଗୋଳ, ମୟୁରଭଞ୍ଜ, କେନ୍ଦୁଝର ଭଳି ଅନେକ ଜିଲ୍ଲାରେ ହାତୀ ଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଛି। ନିଧଡ଼କ ଜଙ୍ଗଲ କଟା ଏହାର ମୁଖ୍ୟ କାରଣ। ଅନେକ ଧନ ଜୀବନ ନଷ୍ଠ ହେଲାଣି। ଖଞ୍ଜା ଗ୍ରାମରେ ଜଣେ ୬୨ ବର୍ଷର ବୃଦ୍ଧଙ୍କୁ ଦନ୍ତା ହାତୀ ଦଳି ଦେଇଥିବାର ଖବର ମିଳିଛି।ଆମ୍ବ ଗୋଟାଇବାକୁ ଯାଇ ଥିବା ସମୟରେ ହାତୀ ହାବୁଡରେ ପଡ଼ିଯାଇଥିଲେ ବୃଦ୍ଧ।ମୃତକ ଜଣଙ୍କ ନାମ ସୋମନାଥ ବେହେରା ବୋଲି ଚି଼ହ୍ନଟ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ