ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ବିକାଶମଂଚ (ପରିବର୍ତନ) ଅନୁଗୋଳ ପକ୍ଷରୁ ଆଜି ତାଳଚେର କୋର୍ଟ ପରିସରକୁ ଏକ ପ୍ରତିନିଧି ଦଳ ଆସି ମହିଳା ଓ ପ୍ରାପ୍ତ ବୟସ୍କ କନ୍ୟାମାନଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ଆଇନ ଅନୁୁଯାୟୀ…
Tag: Newspaper
ଚମ୍ପୁଆ ଧରଣିଧର ନଗର ଭବନଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କେନ୍ଦୁଝର /ଚମ୍ପୁଆ (ପ୍ରଦୀପ ମହାନ୍ତ) :ଚମ୍ପୁଆ ଧରଣିଧର ନଗର ଭବନଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମହିଳା କମିଶନ ସଦସ୍ୟା ଡ.କଳ୍ପନା ମାଲ୍ଲିକ ସମ୍ମାନିତ ଅତିଥିଭାବ ଡ. ସ୍ଵାଧୀନତା ପାତ୍ର, ଝରଣା ମହାନ୍ତ,…
ବିଶ୍ୱମହିଳା ଦିବସ ପାଳିତ
ଅନୁଗୋଳ (ଅଜିତ କୁମାର ଭୋଇ): ଆଗେଇବା ଦୈନିକ ଖବରକାଗଜ ପକ୍ଷରୁ ପଂଚାୟତ ସଭାଗୃହ ଠାରେ ବିଶ୍ୱମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ଆଗେଇବା କାଗଜର ଯୋଗଦେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ…
ରାମଣ୍ଡାରେ ଗଣେଶ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ନାମଯଜ୍ଞ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ଶ୍ରୀ ଗଣେଶ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସ ଯାତ୍ରା ଓ ଶୁଭ ଅଙ୍କୁରାରୋପଣ, ମଣ୍ଡଳ କରଣ ଅଧିବାସ ସହ ଚବିଶ…
ପ୍ରେରଣା ପାଲଟିଛନ୍ତି ସରପା ଗାଁର ପଦ୍ମିନୀ-ସ୍ୱାବଲମ୍ବୀ ହେବା ଶିଖାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ
ଅନୁଗୋଳ (ଅଜିତ କୁମାର ଭୋଇ) : ଗ୍ରାମାଞ୍ଚଳର ମହିଳାମାନେ ଆଜି କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି, ବରଂ ନିଜର ଦକ୍ଷତା ବଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଏହାର ଏକ ଜ୍ୱଳନ୍ତ…
ପିପୁଲ୍ସ କଲେଜର ଏନ୍ସିସି କ୍ୟାଡେଟ୍ ସମ୍ବର୍ଦ୍ଧିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ଏନ୍ସିସି ଆର୍ମି ୱିଙ୍ଗର ପ୍ରାକ୍ତନ କ୍ୟାଡେଟ୍ ସାହେବ ବିଷୋୟୀ ଏସ୍ଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୀମା ସୁରକ୍ଷା ବାହିନୀରେ ଯୋଗ ଦେବା ନିମନ୍ତେ ଚୟନ ହୋଇଛନ୍ତି।ଏହି ଅବସରରେ ତାଙ୍କୁ କଲେଜ ପକ୍ଷରୁ…
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚପିଭି (HPV) ଟୀକାକରଣ କାର୍ଯ୍ୟକ୍ରମ ଉଦ୍ଘାଟନ।
ଅନୁଗୋଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଚପିଭି ଟୀକାକରଣ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଚନ ଦାସ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ…
ବୁଗୁଡା ପୋଲିସକୁ ବଡ଼ ସଫଳତା: ସୁନା ଚୋରି ମାମଲାରେ ଜଣେ ଗିରଫ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମ ନିକଟରେ ଘଟିଥିବା ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ କେନ୍ଦୁପଦର ଗ୍ରାମର ଅମିତ ବରଡ଼ା (୨୬) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ…
ଆଗକୁ ଆସୁଛି ହୋଲି , ଏବେଠୁ ଜମୁଛି ହୋଲି ସାମଗ୍ରୀ ବେପାର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଆଗକୁ ଆସୁଛି ହୋଲିଖେଳର ପର୍ବ ଦୋଳ ପୂର୍ଣ୍ଣିମା । ବୁଗୁଡା ସହରରେ ବିରଞ୍ଚି ନାରାୟଣ ଏବଂ ବଳଦେବ ମନ୍ଦିର ପକ୍ଷରୁ ଉତ୍ସାହର ସହ ଦୋଳ ଉତ୍ସବ ପାଳନ ଅବସରରେ ଦୈନିକ ସନ୍ଧ୍ୟା କାଳରେ ଦୋଳଗୋବିନ୍ଦଙ୍କୁ ଦୋଳବିମାନରେ ଉପବେଶନ…
