ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ପୁରୀକୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରୁ ରଥ କାଠ ପ୍ରେରଣ କରାଗଲା I ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଖରିଡା, ବଡଖୋଲି ଓ…
Tag: Oriya Newspaper
ଗୋତମରା ଉପରସାହିରେ ଭକ୍ତିମୟ ପରିବେଶରେ ବାର୍ଷିକ ହରିହାଟ ମହୋତ୍ସବ ପାଳିତ
ଅନୁଗୁଳ/ବଅଁରପାଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଉପରସାହିରେ ଶନିବାର ଦିନ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ବାର୍ଷିକ ବଡ଼ ମେଳା ହରିହାଟ ମହୋତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମଗ୍ର…
ବୀରମହାରାଜପୁର ନବମ ଲୋକ ମହୋତ୍ସବ ମାଲେଶ୍ରୀ-୨୦୨୬ ର ଦ୍ଵିତୀୟ ସଂଧ୍ୟା
ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ଶନିବାର ଦ୍ବିତୀୟ ସଂଧ୍ୟାରେ ପହଞ୍ଚିଛି l ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବ…
ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ରାୟଗଡ(ସନ୍ତୋଷିନୀ ଗୌଡ଼) :ରାୟଗଡା ଜିଲ୍ଲାସ୍ଥରୀୟ ୯୧ତମ ଓଡିଶା ଦିବସ ୨୦୨୬ପାଳନ ଉପଲକ୍ଷେ ଆଜି ଅପରାହ୍ନ ଘ.୪.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜିଲ୍ଲାପରିଷଦ ସଦଭାବନା ସଭା ଗୃହ ରାୟଗଡ ଠାରେ ଏକ…
ଜଳ ଅର୍ପଣ ଦିବସ
ରାୟଗଡ଼(ସନ୍ତୋଷିନୀ ଗୌଡ଼): କୋଲନରା ବ୍ଲକ ଡୁମୁରି ଗୁଡା ପଞ୍ଚାୟତ ସାନ୍ତା ବାଡ଼ିଗାଁ ଠାରେ ଶୁକ୍ରବାର ଦିନ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି।ପଞ୍ଚାୟତ ସମିତି କୋଲନରା ଏବଂ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ, ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ…
କଲେଜ ରାସ୍ତାରେ ଦୁର୍ଘଟଣାରେ ୪ ଆହତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): କଲେଜ ରାସ୍ତାରେ ରୋମିଓଗିରି ଯୋଗୁଁ ଦୁର୍ଘଟଣାରେ ୪ ଆହତ l କଲେଜ ରାସ୍ତାରେ ଆର-ୱାନ ବାଇକ ଚଳାଇ ଦ୍ରୁତଗତିରେ ଚକର କାଟୁଥିବା ବେଳେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଦୁଇ ରୋମିଓ ସମେତ ୪…
ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୋଳ ଜିଲ୍ଲା ଗସ୍ତ
ଅନୁଗୋଳ (ଅଜିତ କୁମାର ଭୋଇ) : ଜାତୀୟ ମାନବାଧିକାର କମିଶନର ସ୍ପେସିଆଲ ମନିଟର ଶ୍ରୀ ଆର୍ ହେମନ୍ତ କୁମାର ଆଜି ଏକ ଦିନିକିଆ ଅନୁଗୋଳ ଗସ୍ତରେ ଆସି ସାତକୋଶିଆ ଅଭୟାରଣ୍ୟ ଅଧୀନସ୍ଥ ୩ ଗୋଟି ଗ୍ରାମରେ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ…
ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଆଜି ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ବରିଷ୍ଠା ଗୁରୁମା ଝିଲ୍ଲୀ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ଜୟନ୍ତ କୁମାର…
ଜନଗଣନାର ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଳାର ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜନଗଣନା ୨୦୨୭ ସମ୍ବନ୍ଧୀୟ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ…
ପରିବେଶ ପ୍ରେମୀ ଡ଼. ଯୁଧିଷ୍ଠିର ଖମାରୀ ଙ୍କ ଦ୍ୱାରା ପକ୍ଷୀ ଶାବକ ଉଦ୍ଧାର
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)ବର୍ତମାନ ସମୟରେ ପଶୁ ପକ୍ଷୀ ଙ୍କର ପ୍ରାକୃତିକ ପରିବେଶ ନଷ୍ଟ ହେବାକୁ ବସିଲାଣି । ସେମାନେ ନିଜର ବାସ ହରାଉଛନ୍ତି ଦିନକୁ ଦିନ । କେବେ ବସାରୁ ଅଣ୍ଡା ଖସି ଯାଉଛି ତ କେବେ ଉପଯୁକ୍ତ ପରିବେଶ ନ…
