ତେନ୍ତୁଳିମହଦାରେ ବକୁଳ ଅମାବାସ୍ୟା ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମରେ ବକୁଳ ଅମାବାସ୍ୟା ବା ବଉଳ ଯାତ୍ରା ଉଦଯାପିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟ…

ବରିଷ୍ଠ ସାମ୍ବାଦିକ ଅଭୟ ବାବୁଙ୍କ ପତ୍ନୀ ବିୟୋଗ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବରିଷ୍ଠ ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀ(୬୨)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଡିସେମ୍ବର ୩୦ ତାରିଖ ସକାଳେ ସେ ହୃଦଘାତର ଶିକାର ହୋଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ…

ମାନସୀ ରେସିଡେନ୍ସିଆଲ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟସ୍ଥ ଗୁମୁରା ମାନସୀ ରେସିଡେନ୍ସିଆଲ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେସିଡେନ୍ସିଆଲ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ରବିନାରାୟଣ ମହାନ୍ତ ମହୋଦୟ…

ବାଘଛାଲ ଜବତ, ଦୁଇ ଗିରଫ

କେନ୍ଦୁଝର/ପାଟଣା (ଦଶରଥ ବାରିକ) : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପାଟଣା ପୁଲିସ ଓ ବନ ବିଭାଗର ମିଳିତ ଚଢାଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା…

ହିନ୍ଦୁ ଜାଗୃତିମଞ୍ଚ ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପ୍ରସ୍ତୁତି ବୈଠକ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ କପିଳେଶ୍ୱର ମହେଶ ମନ୍ଦିର ପରିସରରେ ହିନ୍ଦୁ ଜାଗୃତିମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦୁ ଜାଗୃତି ମଞ୍ଚର ଉପଦେଷ୍ଟା…

କଂସ ଅଭିନେତା ଙ୍କୁ ସମ୍ମାନିତ

ବରଗଡ଼ (ମୁକୁନ୍ଦ ଦାସ) : ବରଗଡ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ସ୍ଥିତ ଗାନ୍ଧି ଛକ ନିକଟ କଲ୍ୟାଣ ମଣ୍ଡପ ରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ର ଶେଷ ପ୍ରସ୍ତୁତି ଥିବା…

ଲରମ୍ଭା ଉଚ୍ଚବିଦ୍ୟାଳୟ ଲରମ୍ଭା ବନ୍ଧୁମିଳନ ଉତ୍ସବ

ବରଗଡ (ମୁକୁନ୍ଦ ଦାସ) : ଲରମ୍ଭା ଉଚ୍ଚବିଦ୍ୟାଳୟ ଲରମ୍ଭା 1991 ଓ 2000ମେଟ୍ରିକ ବେଚର ବନ୍ଧୁମିଳନ ଉତ୍ସବ ଯଥାକ୍ରମେ ସ୍ଥାନୀୟ ଲରମ୍ଭା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାଅନୁଷ୍ଠାନ ଓ କୁମେଲସିଂହା ସ୍ଥିତ ଶ୍ରୀସାଇ ମନ୍ଦିର ପରିସରରେ ହୋଇଯାଇଛି l ଯଥାରୀତି ନିୟମ…

ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ୍ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ବଲାଙ୍ଗିର ଜିଲ୍ଲାର ରାଧାରାଣୀ ପଡ଼ା ଜଗନ୍ନାଥ ନଗର ସ୍ଥିତ ଶ୍ରୀ ଜଗଦିଶ ଯୋଗ କେନ୍ଦ୍ର ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ତଥା ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ଙ୍କୁ ଶ୍ରୀ…

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତସୁବଳୟା ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦୮-୦୯ ବ୍ୟାଚ ର ସମସ୍ତ ପୁରାତନ…

କୁମେଲସିଂହା କେ.ପି.ସି.ଏଲ ଉଦଯାପିତ

ବରଗଡ (ମୁକୁନ୍ଦ ଦାସ) : କୁମେଲସିଂହା କେ.ପି.ସି.ଏଲ ଉଦଯାପିତ। ଅଥଲେଟିକ ଆସୋସିଏସନ ସଭାପତି ସଞ୍ଜୟ ମହାନନ୍ଦ ଅଧକ୍ଷ କତା କରିଥିଲେ ମୁଖ୍ୟ ଅତିଥି ସରପଞ୍ଚ କୁମିଦିନୀ ମହାନନ୍ଦ, ସମ୍ମାନିତ ଅତିଥି ସମିତି ସଭ୍ୟ ବନିତା ନାଗ, ପୂର୍ବତନ ସରପଞ୍ଚ ଜ୍ୟୋତିର୍ମୟୀ ନାୟକ,…

error: Content is protected !!