ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ) : ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ସଦସ୍ୟ ସଂଗ୍ରହ କର୍ମଶାଳା କରଞ୍ଜିଆ ସ୍ଥିତ ଆଦିବାସୀ ସାଂସ୍କୃତିକ କେନ୍ଦ୍ର ଠାରେ ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି କର୍ମଶାଳା…

କଂଗ୍ରେସର ଆଲୋକ ଶର୍ମାଙ୍କ ବୟାନ ମରାଠୀ ଲୋକ ଧର୍ଷଣକାରୀ..ଉଦ୍ଧବ, ସଞ୍ଜୟ ରାଉତ ଚୁପ

ମୁମ୍ବାଇ : ମହାରାଷ୍ଟ୍ରର ବଦଲାପୁରରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟରେ ବିକ୍ଷୋଭ ଜାରି ରହିଛି। ଏହି ଘଟଣାକୁ ନେଇ ରାଜନୀତି ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ…

ମିନାକ୍ଷୀ ମନ୍ଦିରରେ ତାମିଲ ଅଭିନେତ୍ରୀ ନମିତାଙ୍କୁ ମନ୍ଦିର ରେ ପ୍ରବେଶ ଅନୁମତି ମିଳିଲାନି

ଚେନ୍ନାଇ : ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତଥା ରାଜନେତା ନମିତା ବଙ୍କାୱାଲା ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ନିକଟରେ ସେ ଏପରି କିଛି ଅନୁଭବ କରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ଅଭିନେତ୍ରୀଙ୍କୁ ମନ୍ଦିରରେ ଖରାପ ବ୍ୟବହାର କରାଯାଇଛି…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ।

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ): ଗତକାଲି ଥିଲା ଜନ୍ମାଷ୍ଟମୀ।କୃଷ୍ଣଙ୍କ ଜନ୍ମ ପରେ ଶ୍ରୀମନ୍ଦିର ରେ ଶ୍ରୀକୃଷ୍ଣ ଲୀଳା ଆଜି ଠାରୁ ଆରମ୍ଭ ହୋଇଛି।ଏହି ପରମ୍ପରା ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ରେ ପ୍ରଚଳିତ ହୋଇ ଆସୁଛି।ଶ୍ରୀକୃଷ୍ଣ ଙ୍କ ଚରିତ ରେ…

ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ପକ୍ଷରୁ ଗଣଧାରଣା

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପୁରୀ ଜିଲ୍ଲା କମିଟି ତରଫରୁ ଜିଲ୍ଲା ତଥା ରାଜ୍ୟରେ ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ(ରିପୋର୍ଟ – ସମୀର ରଞ୍ଜନ ନାୟକ): ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି କାକଟପୁର ବ୍ଲକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୫୦ ଗୋଟି ଅଭିଯୋଗ ମିଳିଥିଲା।ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ,୪…

ନଟିଆରେ ନଟବରଙ୍କର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅନୁଷ୍ଠିତ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ):ନନ୍ଦନନ୍ଦନ, ଯଶୋଦା ସନ୍ତାନ,ଗୋପୀବଲ୍ଲଭ ,ଗୋପ ଚୂଡ଼ାମଣି ଶ୍ରୀ ଗୋପାଳ ମହାପ୍ରଭୁ ଶ୍ରୀକୃଷ୍ଣ ଭଗବାନ ହେଉଛନ୍ତି ଗୋପାଳ ଜାତିର ଇଷ୍ଟଦେବତା।ସେ ବିଶ୍ବ ଚିନ୍ତାମଣି ବିଶ୍ୱ ନାୟକ।ସେ ଭାବ, ଭକ୍ତି, ବିଶ୍ୱାସ ଓ ପ୍ରେମର ଠାକୁର। ପବିତ୍ର ଜନ୍ମାଷ୍ଟମୀ ତିଥି…

ଆସାମକୁ ମିଆଁ ଭୂମି ହେବାକୁ ଦେବିନି.. ବିଧାନସଭାରେ କହିଲେ ହିମନ୍ତ ବିଶ୍ୱ ଶର୍ମା

ଆସାମର ମୁଖ୍ୟମନ୍ତ୍ରୀ ହିମାଂତା ବିଶ୍ୱ ଶର୍ମା ଆଜି ବିଧାନସଭାରେ ଏପରି କିଛି କହିଛନ୍ତି ଯାହା ହଟଗୋଳ ସୃଷ୍ଟି କରିଛି। ବିଧାନସଭାରେ ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ଗୋଟିଏ ଦଳ ତରଫରୁ କଥା ହେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବାରୁ ହିମାନ୍ତ ବିଶ୍ୱ ଶର୍ମା…

ସୁଭଦ୍ରା ଯୋଜନା ନିମନ୍ତେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ (ରିପୋର୍ଟର ଜିତେନ୍ଦ୍ର ରାଜ):ରାଜ୍ୟରେ ନେତୃତ୍ୱ ପରିବର୍ତନ ପରେ ନୂତନ ମୋହନ ମାଝୀ ସରକାରଙ୍କ ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ନିର୍ବାଚନୀ ଘୋଷଣା ” ସୁଭଦ୍ରା ଯୋଜନା “ର ମାର୍ଗଦର୍ଶିକା ଗତକାଲି ଜାରୀ ହେବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ…

ଅମିତ ଶାହାଙ୍କ ସହ ସାକ୍ଷାତ କଲେ ଚମ୍ପାଇ ସୋରେନ,ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ

ରାଞ୍ଚି : ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ ୩୦ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ଆସାମର ମୁଖ୍ଯମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି।୮୧ଟି ବିଧାନସଭା ଆସନ ଥିବା…

error: Content is protected !!