ବେଙ୍ଗାଲୁର :କର୍ଣ୍ଣାଟକରେ ୱାକଫ ବିବାଦ ହିଂସାତ୍ମକ ରୂପ ନେଇଛି। ରାଜ୍ଯ଼ର ହାବେରୀ ଜିଲ୍ଲାରେ ମୁସଲମାନ ନେତାମାନଙ୍କ ଘର ଉପରେ ଭିଡ଼ ପଥର ଫିଙ୍ଗିଥିବା ଖବର ମିଳିଥିଲା। ସେମାନେ ଭୟ କରୁଛନ୍ତି ଯେ ୱାକଫ ବୋର୍ଡ ସେମାନଙ୍କ ସମ୍ପତ୍ତି ଅଧିକାର କରିବ। ଏହି…
Tag: puri news
ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ କାଳୀପୂଜା ମହୋତ୍ସବ ଅନୁଷ୍ଠିତ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ର ସୋମନାଥ ସାହୁଙ୍କ ତତ୍ୱାବଧାନ ରେ ୧୫ତମ ବାର୍ଷିକ କାଳୀପୂଜା ମହୋତ୍ସବ ପାଳନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l ଗତକାଲି ସନ୍ଧ୍ୟାରେ…
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଲେ ତିରୁପତି ମନ୍ଦିରର ମୁଖ୍ୟ କେବଳ ହିନ୍ଦୁ ଧର୍ମାବଲମ୍ବୀ ହେବା ଉଚିତ
Tirupati Temple Controversy: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଅଧ୍ଯକ୍ଷ ବି.ଆର୍. ନାଇଡୁ କହିଛନ୍ତି ଯେ ତିରୁପତି ମନ୍ଦିରରେ କାମ କରୁଥିବା ସମସ୍ତେ ହିନ୍ଦୁ ହେବା ଉଚିତ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଅନ୍ଯ…
ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ…
“ବଟେଙ୍ଗେ ତୋ କଟେଙ୍ଗେ” ନାରା ନିର୍ବାଚନ ସମୀକରଣ ବଦଳାଇବକି ?
ଲକ୍ଷ୍ନୌ: “ବଟଙ୍ଗେ ତୋ କାଟଙ୍ଗେ”, ଏହି ସ୍ଲୋଗାନ ଏବେ ୟୁପି ଉପ-ନିର୍ବାଚନରେ ଖେଳାଯାଉଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ସ୍ଲୋଗାନ ହରିୟାଣା ନିର୍ବାଚନରେ ମଧ୍ୟ ଦଳ ପାଇଁ ଏକ ଆଶୀର୍ବାଦ ବୋଲି ପ୍ରମାଣିତ ହୋଇଥିଲା। ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ବ୍ରାଉନସୁଗାର ଜବତ, ଜଣେ ଗିରଫ
କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ):ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ…
ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ହୋଟେଲ ମୁନ ଠାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ହୋଇ ଯାଇଛି । ସର୍ବ ସମ୍ମତ୍ତି କ୍ରମେ…
୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଆୟୋଜିତ ୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ଆୟୋଜନ…
ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପ୍ରାକୃତିକ ବିପର୍ଯ୍ୟୟକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସଚେତନ ଓ ସତର୍କ ହେଲେ ବିପର୍ଯ୍ୟୟର ପ୍ରଭାବ ଓ କ୍ଷୟକ୍ଷତିକୁ ରୋକାଯାଇ ପାରିବ ବୋଲି କହିଛନ୍ତି ଅତିଥି ମାନେ।ଆଜି ପୂର୍ବାହ୍ନରେ ସର୍କିଟ…
ଅଗ୍ନି ବିପର୍ଣ୍ଣ ପରିବାରକୁ ସାହାର୍ଯ୍ୟର ହାତ ବଢାଇଲେ କାହ୍ନl ଚାରିଟେବୁଲ ଟ୍ରଷ୍ଟ
ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି ): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳା ପଦର ଗ୍ରାମରେ ଗତକାଲି ଘଟିଥିବା ଭୟାଭୟ ଅଗ୍ନି କାଣ୍ଡରେ ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଲେ କାହ୍ନl ଚାରିଟେବୁଲ ଟ୍ରଷ୍ଟ।ଆଜି ବ୍ରହ୍ମପୁରର କାହ୍ନl ଚାରିଟେବୁଲ ଟ୍ରଷ୍ଟ…
