ବେପାରୁଆ ଗାଡି ଚାଳନା ଯୋଗୁ ସଡକ ଦୁର୍ଘଟଣା, ଜଣେ ମୃତ ତିନି ଗୁରୁତର

ଗଞ୍ଜାମ/ବୁଗୁଡ଼ା ସୋରେନ କୁମାର ପ୍ରଧାନ):ବେପାରୁଆ ଗାଡି ଚାଳନା ଯୋଗୁ ଦୈନନ୍ଦିନ ସଡ଼କ ଦୁର୍ଘଟଣା ଘଟିଛି।ସେହିଭଳି ଆଜି ବୁଗୁଡା ‐ ସୋଳମଇଲି ରାସ୍ତାରେ ଏକ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ…

ପୁଣି ଏକ ଜିବନ ଗଲା ନାଗାବଳୀ ନଦୀରେ।

ରାୟଗଡ଼ (ଗୋପୀନାଥ ଗୌଡ଼) : କଟକଣା ଥିବା ସତ୍ତ୍ବେ ଆନ୍ଧ୍ରରୁ ଆସୁଥିବା ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଗଲେ ।ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଝୁଲା ବ୍ରିଜ ଓ ବ୍ରିଜ ତଳେ କୁଳୁକୁଳୁ ନାଦ କରି…

ଦୋଳପୂର୍ଣ୍ଣିମା ଓ ସୁନାବେଶ ଉପଲକ୍ଷେ ଶ୍ରୀମନ୍ଦିର ଚଳଚଞ୍ଚଳ

ପୁରୀ(ଜିତେନ୍ଦ୍ର କୁମାର ସାବୁତ) : ଦୋଳପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆସନ୍ତା ୧୪ ତାରିଖ ଦିନ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ସୁନାବେଶ lଶ୍ରୀମନ୍ଦିରରେ ଦୋଳ ଉତ୍ସବ…

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜୁନିୟର ରେଡ କ୍ରସ ପରାମର୍ଶଦାତା ତାଲିମ ଶିବିର ଉଡଘାଟିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ସୁବଳୟା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ ଶାଖା ଭୁବନେଶ୍ୱର ତଥା ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ତ୍ରିଦିବସୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତାଲିମ…

ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଧାରଣା ସହ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାଵୀପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ନରହରି ମହାପାତ୍ରଙ୍କ ନେତୃତ୍ବରେ ଉପ ସଭାପତି ରବି ନାରାୟଣ ତଣ୍ଡକାର, ସାଧାରଣ ସମ୍ପାଦକ…

ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ରାୟଗଡ଼ ଛାତ୍ରଛାତ୍ରୀଙ୍କ କୃତିତ୍ୱ।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରିଥିବା ସ୍ଵାମୀ ବିବେକାନନ୍ଦ ବିଦ୍ୟା- ମନ୍ଦିର ରିଙ୍ଗ ରୋଡ ର ଛାତ୍ରଛାତ୍ରୀ ମାନେ।ତୃତୀୟ, ପଞ୍ଚମ ଓ ଜାତିୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରିକ୍ଷାରେ…

ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନା ସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ…

ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ । ଝାଡ଼ଖଣ୍ଡର ଲୁଟେରା ସୀତାରାମ ମଣ୍ଡଳକୁ ଗିରଫ କଲା ପୁରୀ ପୋଲିସ । ଟଙ୍କା ଉଠାଇଦେବା ବାହାନାରେ ଲୋକଙ୍କ ଏଟିଏମ ବ୍ୟବହାର କରି ଲୁଟ କରୁଥିଲା । ତା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ (ଜିତେନ୍ଦ୍ର କୁମାର sabut): ପରିକ୍ରମା ପ୍ରକଳ୍ପ ବୁଲିଲେ ଗଜପତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ମଧ୍ୟ ବୁଲିଲେ । ଗଜପତି ମହାରାଜଙ୍କ ସହ ଉପସ୍ଥିତ ଥିଲେ…

ଆଦିପୁରରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକର ଆଦିପୁର ଗ୍ରାମରେ ଚନ୍ଦିନୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି। ଏଥି ନିମନ୍ତେ ଗତ ମଙ୍ଗଳବାର ଦିନ ଅଧିବାସ ତଥା କଳସ ଯାତ୍ରା ଯଥା ରୀତିନୀତି ପ୍ରକାରେ…

error: Content is protected !!
Powered by Joinchat