ପଦ୍ମାବତିପୁର ପଞ୍ଚାୟତର ସମସ୍ୟା ନେଇ ଭରତପୁର GMଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୋଳ (ଅଜିତ କୁମାର ଭୋଇ): ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତିପୁର ଗ୍ରାମ ପଞ୍ଚାୟତର ଯୋରାଗାଡ଼ିଆ, କୃଷ୍ଣଚନ୍ଦ୍ରପୁର, ତିଳେଇପଶି ଓ ଖଜୁରିଆ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟା ନେଇ ଭରତପୁର କ୍ଷେତ୍ର ମହାପ୍ରବନ୍ଧକ (GM)ଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି…

ଶହୀଦ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା

ଅନୁଗୋଳ(ଅଜିତ କୁମାର ଭୋଇ): ଅଗ୍ନିଶମ ବିଭାଗର ଶହୀଦ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ…

କଣିହାଁ ରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା…

ଅନଲାଇନ ତାଲିମ ଓ ବୁଥ ସ୍ତରୀୟ ନିର୍ଭୁଲ ଭୋଟର ତାଲିମ ଦିଆଗଲା ବ୍ଲକ କର୍ମଚାରୀଙ୍କୁ

ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…

ଅଚିହ୍ନା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁଚିହ୍ନଟ ପାଇଁ ବଅଁରପାଳ ଥାନା ପକ୍ଷରୁ ସୂଚନା

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଏକ ଅଚିହ୍ନା ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଥାନା ପକ୍ଷରୁ ସୂଚନା ମୁତାବକ ଚଳିତ ମାସ ୧୭ ତାରିଖ ଶନିବାର ଦିନ ବଅଁରପାଳ ଥାନା ନିକଟ ବଅଁରପାଳ…

ଅନୁଗୁଳ ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ଅନୁଗୁଳ କପ୍ ୨୦୨୫ ଆୟୋଜିତ

ଅନୁଗୁଳ (ଅଜିତ୍ କୁମାର ଭୋଇ): ଅନୁଗୁଳ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ଫାଇନାଲ୍_ମ୍ୟାଚ୍ ରେ ଓଡିଶା ସରକାର ଙ୍କର ମାନ୍ୟବର କ୍ରୀଡ଼ା, ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୂଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଓ…

ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୋଳର ଶ୍ରେୟନ୍ସ ସାହୁ

ଅନୁଗୋଳ(:ଅଜିତ୍ କୁମାର ଭୋଇ):ଜାନୁଆରୀ ମାସ ୨୮ ତାରିଖ ଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିୟୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୋଳ ପୌର…

Powered by Joinchat