କଂଗ୍ରେସରୁ ବହିଷ୍କୃତ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ

କଟକ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ବିରୋଧରେ ମୁହଁ ଖୋଲିବା ମହଙ୍ଗା ପଡ଼ିଲା। କଂଗ୍ରେସରୁ ବହିଷ୍କୃତ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି।…

ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ସହିତ ବାରବାଟୀରେ ଭାରତର ବିପୁଳ ବିଜୟ

କଟକ(ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ) : ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ବ୍ୟକ୍ତିଗତ ଭାବେ ଅର୍ଦ୍ଧ ଶତକୀୟ ଛକା ମାରି ଏଠାରେ ଖେଳିବାକୁ ସ୍ମରଣୀୟ କରିଥିଲେ। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ।…

ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶୀର୍ଷକ ଆଲୋଚନାଚକ୍ର

କଟକ(ଆକାଶ କୁମାର ସ୍ୱାଇଁ): ଶତାବ୍ଦୀ ଭବନରେ ଶ୍ରୀ ଅଭିରାମଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ଉପଲକ୍ଷେ ପୌର୍ଣ୍ଣମାସୀ ପାଠାଗାର ଓ ଅଭିରାମ ସାରସ୍ବତ ପରିଷଦର ମିଳିତ ଆନୁକୂଲ୍ୟରେ’ ଆୟୋଜିତ ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବ ଶୀର୍ଷକୀୟ ଆଲୋଚନା କାର୍ଯ୍ୟକ୍ରମକୁ…

କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ

କଟକ (ଆକାଶ କୁମାର ସ୍ବାଇଁ) : କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସରେ ୫୭ଟି ବରିଷ୍ଠ ନାଗରିକ ସଂଘର ସଭାପତି,ସଂପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ…

error: Content is protected !!