ଦିଲ୍ଲୀ :ଆପ୍ ତରଫରୁ କୁହାଯାଇଛି ଯେ , ଅରବିନ୍ଦ କେଜ୍ରିୱାଲଙ୍କ ଠାରେ ଦେଖାଯାଇଥିବା ଲକ୍ଷଣଗୁଡ଼ିକ କିଡନୀ ସମସ୍ୟା କିମ୍ବା କର୍କଟ ରୋଗକୁ ସୂଚାଉଛି। ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀର ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ…
Author: Shree khetra News
କୋଲକାତା ନାଇଟ୍ ରାଇଡର୍ସ୍ ଆଇପିଏଲ୍ ୨୦୨୪ର ଚାମ୍ପିୟନ
ଏ ବର୍ଷ ଆଇପିଏଲର ବିଜେତା ହୋଇଛି KKR । ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ ଦଳ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି…
ନବୀନଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ
ଜୁନ ୧ ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ଓଡିଶା ଗସ୍ତରେ କରୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ…
ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ
ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି ।…
ମହାମହିମ ରାଷ୍ଟ୍ରପତି ନିଜର ମତାଧିକାର ସାବ୍ୟସ୍ତ କଲେ
ନୂଆଦିଲ୍ଲୀ :ଗଣତନ୍ତ୍ରର ମହା ପର୍ବରେ ସାମିଲହୋଇ ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ରାଷ୍ଟ୍ରପତି ।ମତଦାନ କରିବା ପରେ ବେଶ ଉତ୍ସାହିତ ଦେଖାଯାଇଥିଲେ ଦ୍ରୌପଦୀ ମୁର୍ମୁ…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ
ପୁରୀ :ସରକାରଙ୍କ ତରଫରୁ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି । ଶ୍ରୀ ପାଢ଼ୀ ଓଡିଶା କ୍ୟାଡରର ୧୯୯୬ ମସିହା ବ୍ୟାଚର ଆଇଏଏସ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ। ଆଇଏଏସ୍ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତି ଯୋଗୁଁ…
ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ
ବିବାଦୀୟ ରାଜନେତା ପ୍ରଶାନ୍ତ ଜଗଦେବ ନିକଟରେ ବିଜେପି ରେ ଯୋଗ ଦେଇଥିଲେ। ପୁଣି ବିବାଦ ରେ ନା ଆସିଛି ବୁଥ୍ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ଘଟଣା ପାଇଁ । ସେଥିପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ…
ବାତ୍ୟା ‘ରେମାଲ’ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ରେମାଲ’ ତୀବ୍ର ହୋଇ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ତାରିଖ ମଧ୍ୟରାତ୍ରିରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମାଡ ହେବ ବୋଲି ଆଶା କରାଯାଉଛି। ବଙ୍ଗୋପସାଗରରେ ଚଳିତ ମୌସୁମୀର ଏହା…
ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ
ସବୁ କଳ୍ପନାର ଅନ୍ତ ଘଟାଇ ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ। ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ମ୍ୟାଚ। ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ପରାଜିତ କରିଛି ହାଇଦ୍ରାବାଦ। ipl…
କେଜ୍ରିୱାଲଙ୍କ ଦାବି ମୋଦୀଙ୍କ ପରବର୍ତୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ ସରକାର
ମଦ ଦୁର୍ନୀତିରେ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ମୋଦୀ ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ…
