ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।

ରାୟଗଡା (ଗୋପୀନାଥ ଗୌଡ଼): ସେବା ହିଁ ପରମ୍ ଧର୍ମ! ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି ଶ୍ରୀମତି ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ…

ସୁବର୍ଣ୍ଣପୁର ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ମତ୍ସ୍ୟ ଚାଷୀ ଯୋଗଦେଇଥିଲେ । ମତ୍ସ୍ୟ ଚାଷୀ ଙ୍କୁ ମାଛ…

ବ୍ୟାଘ୍ରାମ୍ବରୀ ମଠରେ “ଘୁମୁସର ର ସ୍ବର” ପକ୍ଷରୁ ୧୫୧ତମ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ ):ଆଜି ପବିତ୍ର ଆଷାଢ଼ ମାସ ଗୁରୁ ପୁର୍ଣ୍ଣିମା ଅବସରରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୧୫୧ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର କରଚୁଲି ଗ୍ରାମର ବ୍ୟାଘ୍ରାମ୍ବରୀ ମଠ…

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଗୁରୁ ପୂର୍ଣ୍ଣିମା” ଉତ୍ସବ ପାଳିତ

କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ଗୁରୁପୂର୍ଣ୍ଣିମା ଉତ୍ସବ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲଅଦ୍ୟ ତା ୧୦.୦୭.୨୫ରିଖ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବଡବିଲ ଠାରେ ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ଅବସରରେ ‘ଗୁରୁପୂର୍ଣ୍ଣିମା ଉତ୍ସବ’ ଯଥାରୀତି ପାଳନ କରାଯାଇଛି । ବନ୍ଦନା ପ୍ରାର୍ଥନା ପରେ ଗୈରିକ ଧୂଜ ଉତ୍ତୋଳନ କରାଯାଇ…

ପିପୁଲସ କଲେଜରେ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ଜୁଲାଇ ୧୦ ତାରିଖ ଦିନ ଷ୍ଟାର୍ଟ ଅଫ ଓଡିଶା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି ନବଚିନ୍ତନ ଓ ସମସ୍ୟା ସମାଧାନ କୌଶଳ ବୃଦ୍ଧି ନିମନ୍ତେ ମାନସ ମନ୍ଥନ କାର୍ଯ୍ୟକ୍ରମରେ…

ନାରଦପୁର ,ରଘୁଆଳ ସାହି ନିକଟରେ ସଡ଼କ ଦୁର୍ଘଟଣା ଚାଳକ ଗୁରୁତର

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ କୁମାର ମହାନ୍ତ):କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ରଘୁଆଳ ସାହି ନିକଟରେ ହାଇୱା ପଛରେ ଧକ୍କା ଦେବାରୁ ଓମଫେଡ ଭ୍ୟାନ ର ସମ୍ମୁଖ ଭାଗ ଚୁରମାର ହେବା ସହ ଚାଳକ ଗୁରୁତର…

ସ୍ମାର୍ଟ ପାର୍କ ଠାରେ ଗୁରୁପୂର୍ଣ୍ଣିମା ଉତ୍ସଵ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ ଆଧ୍ୟାତ୍ମିକ ସାମାଜିକ ସଂଗଠନ ଦିବ୍ୟ ଊର୍ଜ୍ଜ। ଯୋଗ ସେବା ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ରେ ଏକ ବୈଦିକ ପରମ୍ପରା ରେ…

ସୁବର୍ଣ୍ଣପୁର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ କନିଷ୍ଠ ଓ ବରିଷ୍ଠ ରେ ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ…

ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ଗୁରୁପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

ଅନୁଗୋଳ (ଅଜିତ୍ କୁମାର ଭୋଇ): ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବୁଢାପଙ୍କ ସ୍ଥିତ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରରେ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ସଦଗୁରୁ ଶ୍ରୀ…

ଅନଲାଇନ ତାଲିମ ଓ ବୁଥ ସ୍ତରୀୟ ନିର୍ଭୁଲ ଭୋଟର ତାଲିମ ଦିଆଗଲା ବ୍ଲକ କର୍ମଚାରୀଙ୍କୁ

ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…

error: Content is protected !!