କଣାସ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟା ଘଟଣାର ପରଦାଫାସ କଲ ପୋଲିସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) :ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ଗୁଣିଗାରେଡ଼ି ସନ୍ଦେହ ଓ ଜଣେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ନେଇ…

କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାର ପ୍ରତିବାଦ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଅଖିଳ ଓଡିଶା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ସଙ୍ଗଠନ କଲିକତା ଆର୍. ଜି କର ହସ୍ପିଟାଲ ରେ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାକୁ ଆଜି 7 ଗୋଟି ମହାବିଦ୍ୟାଳୟ ପରିସରରେ…

ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଆଜି ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବଉଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ ତରଫରୁ ପ୍ରତି ବିଦ୍ଯାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ଗୋଟିଏ ଲେଖାଏଁ ଚାରାଗଛ ପ୍ରଦାନ…

ଆକର୍ଷଣ ସାଜିଛି ତାଳପତ୍ର,ଟେରାକୋଟା ଓ ସବାଇ ଘାସ ରାକ୍ଷୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ DGP ୱାଇ.ବି ଖୁରାନିଆ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୱାଇ ବି ଖୁରାନିଆ ।ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପୁରୀ ପୋଲିସ ପକ୍ଷରୁ ତାଙ୍କୁ…

ବାଂଲାଦେଶର ଅତ୍ୟାଚାରିତ ହିନ୍ଦୁଙ୍କ ପାଇଁ ସାମ୍ନାକୁ ଆସିଲେ ନୁପୁର ଶର୍ମା

ନୂଆଦିଲ୍ଲୀ : ପୈଗମ୍ବରଙ୍କ ଉପରେ ବିବାଦୀଯ଼ ମନ୍ତବ୍ଯ ଦେବା ପରେ ଦୁଇ ବର୍ଷ ଧରି ଆତ୍ମଗୋପନ କରିଥିବା ନୁପୁର ଶର୍ମା ପୁଣିଥରେ ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। ଶୁକ୍ରବାର ଦିନ ସେ ଦିଲ୍ଲୀରେ ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ପ୍ରଦର୍ଶନ କରିଥିଲେ। ବିଜେପି…

ଝାଡ଼ଖଣ୍ଡରେ କିଛି ବିଧାୟକଙ୍କ ସହିତ ବିଜେପିରେ ମିଶିପାରନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ

ରାଞ୍ଚି : ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ଏକ ବଡ଼ ଝଟକା ଲାଗିପାରେ। ରାଜ୍ଯର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ ଦଳର କିଛି ବିଧାୟକ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ନିକଟରେ ଜେଏମଏମ୍…

ମମତା ସରକାରଙ୍କ ଉପରେ ହାଇକୋର୍ଟଙ୍କ ଶକ୍ତ ଟିପ୍ପଣୀ,୨୦ ଅଗଷ୍ଟ ମଧ୍ୟରେ ସତ୍ୟପାଠ ମାଗିଲା

କୋଲକାତା: ପଶ୍ଚିମବଙ୍ଗର ଆରଜି କର ମେଡିକାଲ ହସ୍ପିଟାଲରେ ଜଣେ ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ କୋଲକାତା ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଅଗଷ୍ଟ ୨୦ ସୁଦ୍ଧା ସତ୍ଯପାଠ…

ଦିଦି ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ,ଅନ୍ୟ ଉପରେ ଦୋଷ ଲଦିବାକୁ ଆନ୍ଦୋଳନ

କୋଲକାତା : ଦେଶର ପ୍ରଥମ ଘଟଣା ଯେ ନିଜ ରଜ୍ୟର ଆଇନ ଶୃଙ୍ଖଲା ପରିସ୍ଥିତି ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଯିଏ ନିଜେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ….କଳ୍ପନା କରନ୍ତୁ ଯେ ଜଣେ ମହିଳାଙ୍କୁ ନିର୍ଦ୍ଦୟ ଭାବେ…

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ମନୋନୀତ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।ଏଥିରେ…

error: Content is protected !!