ଯୋଡ଼ା ଓ ବଡ଼ବିଲ ଅବୈଧ ମଦ ବ୍ୟବସାୟରେ ବିରୁଦ୍ଧରେ ଅଭିଯାନ ଜୋରଦାର କରାଯାଇଛି

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସିତାରାଣୀ ପଟ୍ଟାୟତଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା ରାଓଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରବିବାର ଦିନ ଯୋଡ଼ା, ବଡ଼ବିଲ,ବଲାଣି ଅଞ୍ଚଳରେ ଥିବା ବିଦେଶୀ…

ଦୁର୍ଗାପୂଜା ଉପଲକ୍ଷେଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ଆସନ୍ତା ଦୁର୍ଗାପୂଜା ପାର୍ବଣକୁ ଶାନ୍ତି ଶୃଙ୍ଖଳା ସହିତ ପାଳନକରିବା ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହଠାରେ କମିଟି ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଏକଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଥିଲା ।ଏହି ବୈଠକରେବଣାଇ ଉପଜିଲ୍ଲାପାଳ ଅକ୍ଷୟପିଲ୍ଲେ…

ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼/ବଣାଇଁ (ସନ୍ତୋଷ କୁମାର ସାହୁ) : ବଣାଇଁଗଡ ସହରସ୍ଥିତ ବାଣେଶ୍ୱର କଲ୍ୟାଣ ମଣ୍ଡପ ଗୃହଠାରେ ବଣାଇଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଜନସାଧାରଣ ଓ ପୋଲିସ ସହିତ ସୁସମ୍ପର୍କ ସ୍ଥାପନ କରିବା…

୨୫୪ ଜଣ ଛାତ୍ରଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ୍‌ଆରଟିଏସ୍ ପରୀକ୍ଷା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ପିପୁଲ୍ଲ ହାଇସ୍କୁଲକେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା…

ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ ବ୍ୟାପକ ଦେଶୀ ମଦ ଜବତ।

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟକଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ଇନିସପେକ୍ଟର ଏଚ ଜଗା ରାଓଙ୍କ ତତ୍ୱାବଧାନରେ ଯୋଡା, ବଡବିଲ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଯୋଡ଼ା ଅବକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ ପରିଡା…

ଯୋଡ଼ା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ରଣାଙ୍କ ଦାୟିତ୍ଵଗ୍ରହଣ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଗୁରୁବାର ଦିନନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ଭାବେ ଆଇଏସ୍ ପବନ ସିଂ ରଣା ଦାୟିତ୍ତ୍ୱଭାର ଗ୍ରହଣ । ଶ୍ରୀ ରଣାଙ୍କୁ ଯୋଡ଼ା ପୌରପାଳିକା ପକ୍ଷରୁ ଯୋଡ଼ା ପୌରାଧ୍ଯ ଧକ୍ଷ ଜଗଦୀଶ ସାହୁ,…

ପୂଜା ଦେଖି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ/ବଣାଇଁ (ସନ୍ତୋଷ କୁମାର ସାହୁ): ବଣାଇଁ ଆପରାଧିକ ମାମଲା ଥମିବାର ନାଁ ଧରୁନି। ପୁଣି ଲଜ୍ଜା, ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ଗଣ ବଳାତ୍କାରର ଶିକାର ହୋଇଛନ୍ତି ଜଣେ ନାବାଳିକା। ଘଟଣାରୁ ପ୍ରକାଶ ଯେ, କେ ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା…

ବିଜେପି ମଣ୍ଡଳ ତରଫରୁ ସେବାପକ୍ଷ ସ୍ଵଛ ଭାରତ ଅଭିଯାନ

ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ବଣାଇ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପରିସରରେ ବଣାଇ ବିଜେପି ମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିନ ପରିପ୍ରେକ୍ଷୀରେ ସେବାପକ୍ଷ ପାଳନ ଅବସରରେ ସ୍ଵଛ ଅଭିଯାନ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ମିଥିଳା ପାତ୍ରଙ୍କ…

ରୁଙ୍ଗଟା ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସହିତ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କୋଇଡା ମାଇନିଂ ସେକଟର ଅନ୍ତର୍ଗତ ଓରାଘାଟ ଖଣି ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେରୁଗୁଡି ପାର୍କିଙ୍ଗ ପ୍ଲାଜ଼ା ନିକଟରେ ଫଳଗଛ ଚାରା ରୋପଣ କରାଯାଇଛି। ୧୭.୦୯.୨୫ ରିଖ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ…

ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦୮ ଗଛ ଲାଗିଲା

ସୁନ୍ଦରଗଡ଼/ବଣାଇ(ସନ୍ତୋଷ କୁମାର ସାହୁ): ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ନରେନ୍ଦ୍ର ମୋଦୀଙ୍କ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମାଁ ପାଇଁ ଗଛଟିଏ, ବିଶ୍ୱ ଓଜୋନ ଦିବସ ପ୍ରଧାନ ଶିକ୍ଷକ କାଶୀନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା…

error: Content is protected !!