ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଶାରଦୀୟ ଦୁର୍ଗାପୂଜା ପାଇଁ ବୁଗୁଡ଼ା ସହରରେ ଏବେ ଉତ୍ସାହର ମାହୋଲ। ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ସବୁଆଡ଼େ ଜୋରଦାର ପ୍ରସ୍ତୁତି ଚାଲିଛି। ପୂଜା କମିଟିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମା’ଙ୍କୁ ସ୍ୱାଗତ କରିବା…
Author: Shree khetra News
ତାଳଚେର ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ABVPର ବାଜିମାତ୍
ତାଳଚେର(ଅଜିତ କୁମାର ଭୋଇ) : ତାଳଚେର ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ମହାବିଦ୍ୟାଳୟରେ ABVPର ୧୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।ଏହି ସଫଳତାକୁ ନେଇ ABVP…
ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ମିଳୁଛି ଧମକ।
ରାୟଗଡ(ଗୋପୀନାଥ ଗୌଡ଼): କିଏ ଆମର କିଛି କରି ପାରିବେ ନାହିଁ। ତୁମେ କିଏ ଯେ ଆମେ ତୁମକୁ ତଥ୍ୟ ଦେବୁ, ଯାହାକୁ କହିବାର ଅଛି କୁହ ଆମେ କାହାରିକୁ ଡରୁନୁ। ଏହିଭଳି କିଛି ଧମକ ପୂର୍ଣ୍ଣ ଶଦ୍ଧ ଓ ଦୁର୍ବ୍ୟହାର କରିଥିବା…
ବଅଁରପାଳ କଲେଜ ଛାତ୍ର ସଂସଦ ନିର୍ବାଚନ: ୧୨ ନାମାଙ୍କନ ଖାରଜ, ମଇଦାନରେ ୬ ପ୍ରାର୍ଥୀ
ଅନୁଗୁଳ/ବଅଁରପାଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କଲେଜ ପରିସର। ନାମାଙ୍କନ ପତ୍ର ଯାଞ୍ଚ ପରେ ୧୨ଟି ପ୍ରାର୍ଥିପତ୍ର ଖାରଜ ହୋଇଥିବା…
ଗୁରୁତର ଉଦ୍ଧାର ବାରହା ଚିକିତ୍ସାଧିନ ଅବସ୍ଥାରେ ମୃତ
ଅନୁଗୋଳ (ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଖାଲଗାଁ ଗ୍ରାମରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଏକ ବାରହାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାରହାଟି ଗୁରୁତର ଅବସ୍ଥାରେ ଥିବା ଖବର ପାଇବା ପରେ ବନ୍ତଳା…
ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ ସ୍ୱଚ୍ଛତା ଓ ବୃକ୍ଷ ରୋପଣ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ଜଙ୍ଗଲ ସ୍ୱଚ୍ଛତା, ଚାରଣଭୂମିର ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଓ ଜୈବବିବିଧତାର ରକ୍ଷା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନାକଡେଇଁ ଜଙ୍ଗଲରେ ଦୟା ସରାବନି ଯୋଗ ଟ୍ରଷ୍ଟ ପକ୍ଷରୁ ଏକ ପ୍ରକୃତି ସୁରକ୍ଷା ଅଭିଯାନ ଆୟୋଜନ…
ପୋଲିସ ଡ୍ୟୁଟି ମିଟ୍ରେ ବୁଗୁଡ଼ା ପୋଲିସ ଏସ୍ଆଇ କେ. ନୀଳାଦ୍ରି ରେଡ୍ଡୀଙ୍କୁ ଦ୍ୱିତୀୟ ପୁରସ୍କାର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ କେ. ନୀଳାଦ୍ରି ରେଡ୍ଡୀ ୭୧ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍-୨୦୨୬ରେ ଦ୍ୱିତୀୟ ପୁରସ୍କାର ହାସଲ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କ୍ଷେତ୍ରରେ ଫଟୋଗ୍ରାଫି ବିଭାଗରେ ସେ ଏହି…
ଯୁବତୀ ଚାଲାଣ ମାମଲାରେ ୪ ଗିରଫ,ମଧ୍ୟପ୍ରଦେଶରୁ ୨ ଓ ଅନୁଗୋଳରୁ ୨ ଗିରଫ
ଅନୁଗୋଳ (ଅଜିତ କୁମାର ଭୋଇ) :ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯିବା ଅଭିଯୋଗରେ ଅନୁଗୋଳ ପୁଲିସ ୩ ଦିନ ମଧ୍ୟରେ ତାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨…
ଅନୁଗୋଳରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ।
ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…
ବୁଗୁଡ଼ା ଏନ୍ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ:କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ନୂତନ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ…
