ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସହର ର ବଡ଼ବଜାର ଠାରେ ଥିବା ନୃସିଂହ ମନ୍ଦିର ଠାରେ ପ୍ରଭୁ ନୃସିଂହ ଙ୍କ ଜନ୍ମୋତ୍ସବ ଧୂମଧାମ୍ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଲକ୍ଷ୍ମୀ -ନୃସିଂହ (ଗୁଣ୍ଡିଚା) ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ…
Author: Shree khetra News
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ବୟସ୍କ ଓ ଦିବ୍ୟାଙ୍ଗ ଔଷଧ ବିତରଣ କାଉଣ୍ଟର ବନ୍ଦ ହେଲା
କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ପଡୋଶୀ ଜିଲ୍ଲା ମାନଙ୍କର ଅନେକ ବ୍ଲକ୍ ଓ ଝାଡ଼ଖଣ୍ଡ ରାଜ୍ୟର ଲୋକେ ନିର୍ଭର କରନ୍ତି। ତେଣୁ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁବେଳେ ରୋଗୀ ଗହଳି ଲାଗି ରହିଥାଏ। କିନ୍ତୁ…
ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ପାଳିତ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଳଦେବ ମନ୍ଦିରପରିସରସ୍ଥ ନୃସିଂହ ମନ୍ଦିରରେ ରବିବାର ଦିନ ନୃସିଂହ ଚର୍ତୁଦଶୀ ପାଳିତ ହୋଇଯାଇଛି । ଏ ଅବସରରେ ପୂର୍ବାହ୍ନରେ ଠାକୁରଙ୍କ ଷୋଡ଼ଶୋପଚାର ପୂଜା, ମଙ୍ଗଳ ଆଳତି, ଅଭିଷେକ ଏବଂ ସନ୍ଧ୍ୟା କାଳରେ ମହା ଆଳତି,…
ସୁବର୍ଣ୍ଣପୁର ଠାରେ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଫରେଷ୍ଟ ପାର୍କ ଠାରେ ଏକ ନିଶୁଳ୍କ ଯୋଗ ବିଜ୍ଞାନ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଛି l ଦିବ୍ୟ ଉର୍ଯ୍ୟl ଯୋଗ ସେବା ସମିତି ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆୟୋଜିତ ଏହି…
ପର୍ଶଳା ଠାରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ):ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ଗ୍ରାମ ରେ ଚବିଶ ପ୍ରହର ନାମ ସଂକୀର୍ତ୍ତନ କମିଟି ଆନୁକୂଲ୍ୟ ରେ ଅନୁଷ୍ଠିତ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଗତ ଗୁରୁବାର ଦିନ ନିକଟସ୍ଥ ଅରଡେଇ ନଦୀରୁ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକ ମୁତ୍ଯୁ
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ମଇ ୧୧ ତାରିଖ ଥିଲା ବୁଗୁଡା ପଞ୍ଚ ଠାକୁରାଣୀ ଯାତ୍ରାର ଶେଷ ଦିନ। ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ବୁଗୁଡା ପୋଲିସ ଥାନା ଅନ୍ତର୍ଗତ କାନସୁକା ଗ୍ରାମର…
ଭାରତବାସୀଙ୍କୁ ଅସ୍ତ୍ର ବିରତିର ଖବରଦେଲେ ଟ୍ରମ୍ପ
ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) : ଅସ୍ତ୍ରବିରତି ଚୁକ୍ତି ପାଇଁ ଭାରତ-ପାକିସ୍ତାନ ରାଜି ହୋଇଥିବା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ସଂପୂର୍ଣ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି…
ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା ,ଆଲୋକମାଳାରେ ଝଲସୁଛି ବୁଗୁଡା ସହର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ପଞ୍ଚଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ କେ.ନୀଳମାଧବ ଆଚାରୀଙ୍କ ତରଫରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ…
ପାଣି ସମସ୍ୟା ନେଇ ମହିଳାଙ୍କ ରାସ୍ତାରୋକ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଟାଙ୍ଗର ସାହିର ଏସଏଚଜି ମହିଳା ମାନେ ଆଜି ପାଣି ସମସ୍ୟା ନେଇ ଉଫୁଲା ପଞ୍ଚାୟତ ସମ୍ମୁଖରେ ବୀରମହାରାଜପୁର ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ l ସୂଚନା ଅନୁସାରେ…
ବିଶ୍ୱ ରେଡ କ୍ରସ ଦିବସ ଅବସର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ : ୪୧ ୟୁନିଟ୍ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ବିଶ୍ୱ ରେଡକ୍ରସ୍ ଦିବସ ତଥା ରେଡକ୍ରସ ପ୍ରତିଷ୍ଠାତା ଜିନ୍ ହନରି ଦୁନାନ୍ତ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଜେନ୍ଦ୍ର ରେ ଏକ ରକ୍ତ ଦାନ…
