ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଯାତ୍ରୀ ବାହିନୀ ବସ ଓଲଟିଯାତ୍ରୀ ଆହତ ହୋଇ ଥିବା ଖବର ଆମ ହସ୍ତଗତ ହୋଇଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ବାଲୁଗାଁ ନିକଟ ପାଇକକୁଶଡିହ ଛକରେ ବସ୍‌‌ ଦୁର୍ଘଟଣା । ଓଭରଟେକ୍‌‌ କରିବାକୁ ଯାଇ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ ):: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣି ନେଲା ବେଳେ ପଡିଗଲେ ଆପଟ ସେବକ, ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ…

ତରଭା ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ସୁବର୍ଣ୍ଣପୁର ପକ୍ଷରୁ ତରଭା ବ୍ଳକ୍ ର ବଘିଆ ଗ୍ରାମ ପଞ୍ଚାୟତ ର ସରଧା ପାଲି ଓ ଚାରଭଟା ପଞ୍ଚାୟତ ର କୁଲଥିଆ ପଦର ଗ୍ରାମ ରେ ଜଳ…

ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନ ଦିବସ ପାଳନ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ବ ବନ ଦିବସ ପାଳନ ହୋଇଯାଇଛି। ବିଶ୍ବ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ…

ଶାସକ ଦଳକୁ ଅରୁଣ ସାହୁଙ୍କ ନିଶାନା

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟେଗାଳ ଦେଖିବାୁ ମିଳିଥିଲା । ଗୃହରେ ବିରୋଧୀଙ୍କ ପକ୍ଷରୁ ହଟ୍ଟେଗାଳ କରାଯିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ବିଜେଡି ସଦସ୍ୟମାେନ ବିଧାନସଭା ଗୃହର ମଧ୍ୟଭାଗକୁ…

ଖୋର୍ଦ୍ଧା ଆଞ୍ଚଳରେ ଲଘୁ ଖଣିଜ ଚୋରା କାରବାର ଉପରେ ପୋଲିସ ବଡ଼ ଧରଣର ରେଡ୍

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଖୋର୍ଦ୍ଧା ଲଘୁ ଖଣିଜ ଚୋରା କାରବାର ଉପରେ ବଡ଼ ଧରଣର ରେଡ୍ ।ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସରଧାପୁରରେ ଚାଲିଥିବା ଖଣିରେ ସ୍ଵତନ୍ତ୍ର ଟାସ୍କ ଫୋର୍ସର…

ପୁରୀରେ ବିପୁଳ ପରିମାଣର ବାଣ ଜବତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ନବକଳେବର ରୋଡ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁରୀ ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି! ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ…

ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ପଖାଳ ଦିବସ ଆୟୋଜିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ବିଶ୍ଵ ପଖାଳ ଦିବସ ଅବସରରେ ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ଆୟୋଜିତ ପଖାଳ ଦିବସ ରେ ସାଧୁ ସନ୍ଥ ମାନେ ମିଶି ପଖାଳ ଦିବସ ପାଳନ କଲେ |ପୁରୀ…

ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍‌ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରାଉଚରା

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ନବ ଦାସ ହତ୍ୟା ମାମଲା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଆଜି କ୍ରାଇମସିନେ ପହଞ୍ଚି ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀ । ସେହିପରି ଝାରସୁଗୁ଼ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପହଞ୍ଚିଥିଲା…

ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମିିଳିଲା ନୂଆ ଦାୟିତ୍ବ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ (OOA)ର ସଭାପତି ଭାବରେ ନିଯୁକ୍ତ କରାଯିବ। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ପଦ ପାଇଁ ସମୀରଙ୍କ…

error: Content is protected !!