ନୂଆଁଖାଇ ଭେଟଘାଟ ଓ ପୂଜ୍ୟପୂଜା ମହୋତ୍ସବ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ

ବରଗଡ (ମୁକୁନ୍ଦ ଦାସ ): କୌଟିଲ୍ୟ ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ ସଂଘ ସଭାପତି ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ଏହି…

ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ “ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ )ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଅଧକ୍ଷ ଡ଼କ୍ଟର ବିଶ୍ୱନାଥ ବଳିୟାରସିଂଙ୍କ ଅଧକ୍ଷତାରେ ” ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ବିଶ୍ୱନାଥ ବଳିୟାରସିଂହ…

ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା

ପୁରୀ,(ସମୀର ରଞ୍ଜନ ନାୟକ ):.ସୃଜନୀ ବ୍ଲଗିଂ ୱେବସାଇଟ ଆନୁକୁଲ୍ୟରେ ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ସଭା କକ୍ଷରେ ଶନିବାର ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। “ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରାରେ ପ୍ରଯୁକ୍ତି…

ଭୁବନେଶ୍ୱରୀ ବେଶରେ ଦର୍ଶନ ଦେଲେ ସୁବର୍ଣ୍ଣପୁରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ସୁରେଶ୍ୱରୀ ଆଜି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଛନ୍ତି।ମା’ହେଉଛନ୍ତି ସମ୍ପୂର୍ଣ୍ଣ ଜଗତର ତ୍ରାଣକର୍ତ୍ତା। ସୃଷ୍ଟିର ପରିକଳ୍ପନା ସମୟରେ ସ୍ୱୟଂ ବ୍ରହ୍ମାତପସ୍ୟା କରି କ୍ରିୟାଶକ୍ତି ପରମେଶ୍ୱରୀଙ୍କୁ ଆବାହନ କରିଥିଲେ। ପରମେଶ୍ୱରୀ ତପସ୍ୟାରେ…

ପିଏମ-କିଷାନ ପାଇଁ ନୁଆଖାଇରୁ ସ୍ୱତନ୍ତ୍ର ଅଭିଯାନ କହିଲେ ମୁଖ୍ଯମନ୍ତ୍ରୀ ମାଝୀ

ଭୁବନେଶ୍ୱର : ଶନିବାର ଦିନ ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି ଅଧୀନରେ ଓଡ଼ିଶାର ୨ ଲକ୍ଷରୁ ଅଧିକ ଚାଷୀ ୧ କୋଟି ଟଙ୍କାର…

ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ : ସୁବର୍ଣ୍ଣପୁର ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ୍ ରାଜେନ୍ଦ୍ର ମାଝି ଯୋଗ ଦେଇ ମଣିଷ ସମାଜ କୁ…

ବିରୋଧ ପରେ ଶୌଚାଳୟ ଟିକସକୁ ପ୍ରତ୍ୟାହାର କଲା ସୁଖୁ ସରକାର

ସିମଲା : ହିମାଚଳ ପ୍ରଦେଶରେ ଶୌଚାଳୟ ଟିକସକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶୌଚାଳୟ ଟିକସ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ…

ଯିଏ ନିଜକୁ ଇସଲାମର ମସୀହା କୁହେ , ଅନାଥ ଝିଅମାନଙ୍କ ସହିତ ତା ରୁକ୍ଷ ବ୍ୟବହାର

Zakir Naik Viral : ବିବାଦୀୟ ଇସଲାମିକ୍ ବିଦ୍ୱାନ ଜାକିର ନାଇକ୍ ପାକିସ୍ତାନରେ ଅନାଥ ଝିଅମାନଙ୍କୁ ପୁରସ୍କାର ଦେବାକୁ ମନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଜାକିର ନାଇକ ପାକିସ୍ତାନ ସୁଇଟ୍ ହୋମ୍ ଫାଉଣ୍ଡେସନ୍…

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀଙ୍କ କରଞ୍ଜିଆ ଆଗମନ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼ ): ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀଙ୍କ କରଞ୍ଜିଆ ଆଗମନ ହୋଇଛି।ଶ୍ରୀଜ୍ୟୋତ୍ତୀର ମଠ ଉତ୍ତରାଖଣ୍ଡର ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ଵରାନନ୍ଦ ସରସ୍ବତୀ ଗୋ ଧଜ୍ଵ ସ୍ଥାପନ ଭାରତ ଯାତ୍ରାରେ ପବିତ୍ର ରାମ ଜନ୍ମଭୂମୀ ଅଯୋଧ୍ୟା ରୁ…

କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କଲେ ଯୁବଛାତ୍ର ନୀଳାମ୍ବର

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଛାତ୍ର ତଥା ସମାଜ ସେବୀ ନୀଳାମ୍ବର ଦାଶ ଙ୍କ ଦ୍ଵାରା ବିଦ୍ୟାଳୟ ରେ ପଢୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟସାମଗ୍ରୀ ବଣ୍ଟନ କରିଥିବା…

error: Content is protected !!