ବୈଷୟିକ ରିପୋର୍ଟ ପଠାଇ ନ ଥିବାରୁ ଅପରାଜିତା ବିଲ୍ କୁ ରାଜ୍ୟପାଳ ମଞ୍ଜୁରୀ ଦେଲେନି

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପରାଜିତା ବିଲ୍ ଏବେବି ବିଚାରାଧୀନ ରହିଛି। ମମତା ସରକାର ବିଲ୍ ସହିତ ଏକ ବୈଷୟିକ ରିପୋର୍ଟ ମଧ୍ୟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତ…

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରୁ ହଟା ଯିବେ ସିଦ୍ଧରମୈୟା,କଂଗ୍ରେସ ହାଇକମାଣ୍ଡ ଖୋଜୁଛନ୍ତି ବିକଳ୍ପ

ବାଙ୍ଗାଲୋର:କଥିତ ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧିକରଣ (ମୁଡା) ଦୁର୍ନୀତି ମାମଲାରେ ଅଭିଯୋଗର ସମ୍ମୁଖୀନ ହେଉଥିବା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ସୂଚନା ରହିଛି ଯେ କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ…

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ପାଇଁ ଅଢିଆ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ : ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ ର ରେଲୱେ ଷ୍ଟେସନ ସାମ୍ନା ରେ ଅତାବିରା ଅଞ୍ଚଳର ୧୦ ଜଣ ଅସହାୟ ପରିବାର ଓ କୁଷ୍ଠ…

ଭାସିଆସିଛି ଅଜଣା କଣ୍ଟେନର

ପୁରୀ (ସମୀର ରଞ୍ଜନ ନାୟକ):ପୁରୀ ସମୁଦ୍ରରେ ଅଜଣା କଣ୍ଟେନର। ପୁରୀ ପେଣ୍ଠକଟା ନିକଟରେ ଭାସୁଛି କଣ୍ଟେନରକଣ୍ଟେନରେ ମହମବତୀ ଭର୍ତ୍ତି ଥିବା ସୂଚନା l କେଉଁଠୁ ଆସିଛି କଣ୍ଟେନର ସେ ସମ୍ପର୍କରେ ଜଣାପଡ଼ିନିରାତିରେ ଜୁଆର ମାଡ଼ରେ ଭାସି ଆସିଥିବା ସୂଚନା l ତେବେ…

ସୁଭଦ୍ରା ଯୋଜନା ରେ ୪ ଲକ୍ଷ ୪୮ ହଜାର ଫର୍ମ ବଣ୍ଟନ ହୋଇଛି।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ଜିଲ୍ଲା ରେ ସୁଭଦ୍ରା ଯୋଜନା ରେ ସେପ୍ଟେମ୍ବର ୫ତାରିଖ ସୁଦ୍ଧା ୪,୪୮,୧୫୬ ସଂଖ୍ୟକ ଫର୍ମ ବଣ୍ଟନ କରାଯାଇଛି।ଏହି ଫର୍ମ ଗୁଡିକ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି ଯୋଗ୍ୟ ଆବେଦନକାରୀ…

ସିଙ୍ଗାପୁରରେ ଓଡ଼ିଆ ପ୍ରଶିକ୍ଷଣାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମତ ବିନିମୟ

ଭୁବନେଶ୍ୱର : ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୱାର୍ଲ୍ଡ ସ୍କିଲ୍ ସେଣ୍ଟର (WS.C) ର ଇଣ୍ଟର୍ଣ୍ଣମାନଙ୍କ ସହ ଭାବ ବିନିମୟ କରିଥିଲେ। ତାଙ୍କ ସହ ସିଙ୍ଗାପୁର ପ୍ରତିପକ୍ଷ ଲରେନ୍ସ ୱଙ୍ଗ ମଧ୍ୟ ଥିଲେ। ସି.ଆଇ.ଆଇ.-ଏଣ୍ଟରପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ…

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆରମ୍ଭ କଲେ ନୂଆ ଇନିଂସ, ଧରିଲେ ପଦ୍ମ

ନୂଆଦିଲ୍ଲୀ:ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟରେ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏବେ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି। ଜାମନଗରର ବିଧାୟକ ତଥା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା…

ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଓ ଗୁରୁଦିବସ ପାଳିତ

ମୟୂରଭଞ୍ଜ (ରିପୋର୍ଟ-ଜିତେନ୍ଦ୍ର ରାଜ):କରଞ୍ଜିଆ ସହରସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତା ୦୫/୦୯/୨୦୨୪ ରିଖ ଗୁରୁବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ…

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ରେ ଗୁରୁ ଦିବସରେ ଗୁରୁପୂଜନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ମାର୍ଗଦର୍ଶନ ରେ ବିଦ୍ୟାଳୟ ସଭା ଗୃହରେ ଗୁରୁ ଦିବସ ପାଳିତ ହୋଇ…

ସ୍ମାର୍ଟ୍ ପାର୍କ ଠାରେ ଗୁରୁ ଦିବସ ପାଳିତ, ଯୋଗ ଗୁରୁ ମନୋଜ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରୀୟ ସଂଗଠନ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ରେ ଦୀପ…

error: Content is protected !!