ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଜିଲ୍ଲା ସ୍କୁଲ୍ ଠାରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆସନ୍ତା ତା- ୨୨-୯-୨୪ ରିଖ ଠାରୁ ଆରମ୍ଭ ହେଉଛି । ଏହା ଦୀର୍ଘ ପାଞ୍ଚ ଦିନ ଧରି ପରିଚାଳିତ ହେବ ।…
Category: ଜିଲ୍ଲା
ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜିଠାରୁ ଆରମ୍ଭ ହୋଇଛି ସ୍ୱଛତା ହିଁ ସେବା ପକ୍ଷ ର କାର୍ଯ୍ୟକ୍ରମ।ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ପୁରୀ ପୌର…
ସୀତାରାମ ୟେଚୁରୀ ଶୋଷିତ ମଣିଷର ସଂଗ୍ରାମ ଓ ଉଚ୍ଚ ମୂଲ୍ୟବୋଧ ରାଜନୀତିର ସ୍ୱର ଓ ସ୍ୱାକ୍ଷର
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପ୍ରବୀଣ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ସମଗ୍ର ଜୀବନ ଶୋଷିତ ମଣିଷର ସଂଗ୍ରାମରେ ଉତ୍ସର୍ଗୀକୃତ ଥିଲା ଓ ସେ ଉଚ୍ଚ ମୂଲ୍ୟବୋଧ ରାଜନୀତିର ଅଗ୍ରଣୀ ସ୍ୱର ଓ ସ୍ୱାକ୍ଷର ଥିଲେ ବୋଲି ଏସ…
ସୁବର୍ଣ୍ଣପୁର ଠାରେ ଅଶି ଘର ସହଁରା (ଶବର) ସମାଜ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ଅଶି ଘର ସହଁରା (ଶବର) ସମାଜ ପକ୍ଷରୁ ସ୍ଥାନୀୟ ହାତୀ ସାଲ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଈଯାଇଛି l ସମାଜ ର ସଭାପତି ଦୈତ୍ୟଦେବ…
ଯୁବ ନାଟ୍ୟକାର ଓ ଅଭିନେତା ପ୍ରଦ୍ୟୁମ୍ନ ସାହୁଙ୍କ ‘ଆମର୍ ଭାଷାର ଯୁଡ଼େ ନାଟ୍’ ପୁସ୍ତକ ଲୋକାର୍ପିତ
ସୁବର୍ଣ୍ଣପୁର (ରିପୋର୍ଟ ଶାନ୍ତନୁ କୁମାର କର୍ଣ୍ଣ ) : ବିଶିଷ୍ଟ ଯୁବ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାଟକ ସଂକଳନ ‘ଆମର୍ ଭାଷାର ଯୁଡେ ନାଟ୍’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଅନୁଷ୍ଠିତ…
ବିଶିଷ୍ଟ ସମାଜସେବୀ କାମପାଳ ପାତ୍ରଙ୍କ ସ୍ମୃତିସଭା ଆୟୋଜିତ
ସୁବର୍ଣ୍ଣପୁର( ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଂଚଳର ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ସ୍ଵର୍ଗତ କାମପାଳ ପାତ୍ର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ସଭା ଆୟୋଜିତ ହୋଇଯାଇଛି। ସଭାରେ ଉଲୁଣ୍ଡା ବ୍ଲକ ଅଞ୍ଚଳ…
ପୁରୀ ରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
କରଞ୍ଜିଆ ଠାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ, ଖାତାକୁ ଆସିଲା ପରୀକ୍ଷାମୂଳକ ୧ ଟଙ୍କା
ମୟୁରଭଞ୍ଜ : କଥା ଦେଇ କଥା ରଖିଲେ ସରକାର ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ପରୀକ୍ଷା ମୂଳକ ଆସିବା ଆରମ୍ଭ,କରଞ୍ଜିଆ ଠାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ। ରାଜ୍ୟ ସରକାରଙ୍କ ଐତିହାସିକ ସୁଭଦ୍ରା ଯୋଜନାର କିଛି ହିତାଧିକାରୀ ଙ୍କ…
କଟକରେ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କଲେ ତାଙ୍କ ଦୁଇ ପୁଅ
କଟକ: ମହାନଦୀବିହାର ଅଞ୍ଚଳରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଦୁଇ ପୁଅ ନିଜ ମା’ର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ…
ରାଜ୍ୟ ସରକାରଙ୍କ ବିକାଶ ଯାତ୍ରା କାର୍ଯ୍ୟକ୍ରମ
ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଗତକାଲି ଅପରାହ୍ନ ୪.୩୦ ମିନିଟ ସମୟରେ ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ…
