ଗଞ୍ଜାମ (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟାପକ ଡକ୍ଟର ବିନୋଦ କୁମାର କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର…
Category: ଜିଲ୍ଲା
ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ
ମୟୁରଭଞ୍ଜ(ରିପୋର୍ଟଜିତେନ୍ଦ୍ର ରାଜ଼): ସମ୍ଭାବ୍ୟ ବାତ୍ୟା “ଦାନା” ର ସଫଳ ମୁକାବିଲା ପାଇଁ ରାଜ୍ୟ ଯାକ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୟୁରଭଞ୍ଜଜିଲ୍ଲା ରେ ମଧ୍ୟ ବିଭିନ୍ନ ବ୍ଲକ ମାନଙ୍କ ରେ କଚ୍ଚା ଘର ମାନଙ୍କରେ ରହୁଥିବା ଲୋକଙ୍କ ନିମନ୍ତେ…
ଯୋଗାଣ ବିଭାଗର ଧରପଗଡ ଜାରି
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ସମୟରେ ଯେପରି ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ର କଳାବଜାର ନ ହୁଏ ଓ ଖାଉଟି ହଇରାଣ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗାଣ ବିଭାଗ କୁ ପଦକ୍ଷେପ…
ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରସ୍ତୁତି କୁ ଜୋରଦାର କରିଛି ପ୍ରଶାସନ।ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ତଦାରଖ ଦାୟିତ୍ୱ ଦିଆଯାଇଛି। ଭୟଭୀତ ନୁହେଁ ସତର୍କ ଓ ସଚେତନ ରହିବାକୁ ଜିଲ୍ଲା ବାସୀଙ୍କୁ…
ବହିଷ୍କୃତ ହେଲେ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ
ବୁଗୁଡ଼ା (ରିପୋର୍ଟ : ସୋରେନ କୁମାର ପ୍ରଧାନ) : ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହିତାଧିକାରୀମାନଙ୍କ ଇ-କେଓ୍ବାଇସି କରିବା ପାଇଁ ମେସିନ ଧରି ସୁରତ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ଯାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରୀ ହରାଇବାକୁ ପଡିଛି…
ସ୍ଵର୍ଣ୍ଣ ପଦକ ବିଜେତା ସନ୍ତୋଷ କୁମାର ପଧାନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ
ଭୁବନେଶ୍ୱର (ରିପୋର୍ଟ -ମୁକୁନ୍ଦ ଦାସ ): ମାଲେସିଆର ରାଜଧାନୀ କୁଆଲାଲୁମ୍ପୁର ଠାରେ ଅନୁଷ୍ଠିତ ହୋଇଥିବା ୩୬ ତମ ଆନ୍ତର୍ଜାତିୟ ମାଲେସିଆ ଓପନ୍ ମାଷ୍ଟର ଆଥଲେଟିକ୍ସ ଚାମ୍ପିଅନସିପ୍ ଯାହାକି ଅକ୍ଟୋବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ମିଟ୍ ରେ ବରଗଡ଼…
ବାତ୍ୟାରେ ଫସଲ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ
ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସମ୍ଭାବ୍ୟ ବାତ୍ୟା ’ଦାନା’ ପାଇଁ ଫସଲ ନଷ୍ଟ ଆଶଙ୍କାରେ ଚାଷୀକୁଳ । ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ଯାଉଥିବା…
ବିଭିନ୍ନ ଜିଲ୍ଲାକୁ ଗଲେ ଏନ୍ଡିଆରଏଫ ଟିମ୍, ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲେ କେତେ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପଠାଯାଇଛି ଏନ୍ଡିଆରଏଫ ଟିମ୍ । କଟକ ମୁଣ୍ଡଳୀ ସ୍ଥିତ ଏନ୍ଡିଆରଏଫ ଥାର୍ଡ ବାଟାଲିୟନ ପରିସରରୁ ବିଭିନ୍ନ ଟିମ୍ ପ୍ରଭାବିତ ଜିଲ୍ଲା ମାନଙ୍କ ପାଇଁ ପଠାଯାଇଛି।ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୧ଟି ଭଦ୍ରକକୁ ୨, ବାଲେଶ୍ଵର…
ବାତ୍ୟା ପ୍ରଭାବ ; ପରିବା ବଜାରରେ ମହଙ୍ଗା ମାଡ଼,ମନ୍ତ୍ରୀ କଲେ ସମସ୍ତଙ୍କ ସହଯୋଗ ଆବଶ୍ୟକ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ରାଜ୍ୟରେ ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ବାତ୍ୟା ‘ଦାନା’ର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ…
ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ ହଜାର ହଜାର ଦର୍ଶକ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ମହାଡ଼ମ୍ବର ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ…
