ପୁରୀ : ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ.ଏସ.ଆଇ ଡିଜିଙ୍କୁ ଚିଠି ଲେଖି ଥିବା ଜଣା ପଡ଼ିଛି ସୂଚନା ଯୋଗ୍ୟ ଯେ l ଗତ କାଲି ଖୋଲିଥିଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଭିତର ଜିନିଷ…
Category: ଜିଲ୍ଲା
ଡିଏମଏଫ ଦ୍ୱାରା ଅନୁଦାନ ପ୍ରାପ୍ତ ବିଜୁଲି ବନ୍ଦ ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି କହିଲେ ମୁଖ୍ଯମନ୍ତ୍ରୀ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍.ଏଫ୍.) ଠାରୁ ୧ କୋଟି ଟଙ୍କା ବ୍ଯୟରେ ନିଆଯାଇଥିବା ସୁନ୍ଦରଗଡ଼ ସହରରେ ଥିବା ଏକ ବ୍ରିଟିଶ ଯୁଗର ପୁଷ୍କରିଣୀର ନବୀକରଣ ଏବଂ ସୌନ୍ଦର୍ଯ୍ଯକରଣ ପାଇଁ ବିବାଦୀୟ ବିଜୁଲି ବନ୍ଦ ପ୍ରକଳ୍ପକୁ ବର୍ତ୍ତମାନ ସ୍ଥଗିତ…
ସଶକ୍ତ ଓଡିଶା ଗଠନ ସରକାରଙ୍କ ଲକ୍ଷ୍ୟ:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ : ସଶକ୍ତ ଓଡିଶା ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।ସେଥିପାଇଁ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।ଆଜି ପୂର୍ବାହ୍ନରେ ନିମାପଡା ଶହୀଦ ସ୍ମୃତି…
ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ: ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ
ପୁରୀ : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜାତୀୟ ସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି।ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ…
ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉର୍ତ୍ସବ ଅନୁଷ୍ଠିତ
ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ର ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ଡାକ୍ତର ଅରୁଣ କୁମାର ଦାସ, ସମ୍ମାନିତ ଅତିଥିଭାବେ…
ଦକ୍ଷିଣ ଏସିଆ କମ୍ବାଟ ଚାମ୍ପିୟନଶିପ-୨୦୨୪ ପାଇଁ କ୍ରୀଡ଼ାବିତଙ୍କ ବୈଠକ
ପୁରୀ : ଦକ୍ଷିଣ ଏସିଆ କମ୍ବାଟ ଚାମ୍ପିୟନଶିପ -୨୦୨୪ ନେପାଳର କାଠମାଣ୍ଡୁ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି l କମ୍ବାଟ ଫେଡ୍ରେସସନ ଅଫ ଇଣ୍ଡିଆ ଅଧିନସ୍ତ କମ୍ବାଟ ଆଶ୍ସୋସିଏସନ ଅଫ ଓଡିଶା ପକ୍ଷରୁ ଏଥିରେ…
ଗଞ୍ଜାମରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ବସକୁ ଧକ୍କା ଦେଲା ତେଲ ଟ୍ୟାଙ୍କର
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ଏହି ଘଟଣା ଘଟିଛି। ସକାଳେ ଏକ ବସ୍ କୁ ଧକ୍କା ଦେବା ପରେ ଏକ ଟ୍ୟାଙ୍କର ରାସ୍ତା ପାର୍ଶ୍ୱରେ ଥିବା ଏକ ଚା ଷ୍ଟଲ୍ ଉପରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ପାଞ୍ଚ ଜଣଙ୍କର…
ପୁରୀ ଖଜା ବ୍ୟବସାୟୀ ହତ୍ୟା ଘଟଣାରେ ୯ଜଣ ଗିରଫ : ଏସ ପି
ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ) : ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧା ଗୋବିନ୍ଦ ଲେନ୍ ରେ ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବାପ ପୁଅଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି…
ସୁବଳୟାରେ ଝୁଲଣ ଯାତ୍ରା ଉଦଯାପିତ
ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ଦିନ ଧରି ସୁବଳୟା ର ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ…
ଟୁଇନ ସିଟି ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ
ଭୁବନେଶ୍ବର (ରିପୋର୍ଟ-ସମୀର ରଞ୍ଜନ ନାୟକ) : କିଛି ଦିନହେବ ଭୁବନେଶ୍ୱରରୁ ସିମ ବକ୍ସ ଜବତ ହେବା ସହିତ ଘଟଣା ରେ ଏବେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିରୁ ମଧ୍ୟ ମିଳିଛି ତେବେ ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ…
