ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଅଖିଳ ଓଡିଶା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ସଙ୍ଗଠନ କଲିକତା ଆର୍. ଜି କର ହସ୍ପିଟାଲ ରେ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାକୁ ଆଜି 7 ଗୋଟି ମହାବିଦ୍ୟାଳୟ ପରିସରରେ…
Category: ଜିଲ୍ଲା
ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ
ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଆଜି ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବଉଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ ତରଫରୁ ପ୍ରତି ବିଦ୍ଯାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ଗୋଟିଏ ଲେଖାଏଁ ଚାରାଗଛ ପ୍ରଦାନ…
ଆକର୍ଷଣ ସାଜିଛି ତାଳପତ୍ର,ଟେରାକୋଟା ଓ ସବାଇ ଘାସ ରାକ୍ଷୀ
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ…
ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ବିଶ୍ବମ୍ଭର ବିଦ୍ୟାପୀଠ ପୁରାତନ ଛାତ୍ର ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଦ୍ୟାଳୟ ପଛ ପାଖରେ ଥିବା ଏକ ବସ୍ତିର ସ୍ୱରେଜ ପାଇପକୁ ସ୍କୁଲ ଖେଳ ପଡିଆର ମଧ୍ୟଦେଇ…
ପ୍ରଥମ ରାଜ୍ୟ ଭାବେ କର୍ମଜୀବୀ ମହିଳାଙ୍କ ପାଇଁ ଦିନିକିଆ ଋତୁସ୍ରାବ ଛୁଟି ଘୋଷଣା କଲା ଓଡ଼ିଶା
କଟକ : ଓଡ଼ିଶା ସରକାର ଗୁରୁବାର ଦିନ ମାସିକ ଧର୍ମ ସ୍ୱାସ୍ଥ୍ଯନୀତି ଘୋଷଣା କରିଛନ୍ତି ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀଙ୍କ ପାଇଁ ଗୋଟିଏ ଦିନର ମାସିକ ଛୁଟି ଅନୁମତି ଦେଇଛି।ଦେଶରେ ପ୍ରଥମ ରାଜ୍ୟ ଭାବେ…
ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ…
ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ:ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ…
ଅପରାଧୀକୁ ଗିରଫ ଦାବିକଲା ଆଦିବାସୀ ସଂଘ ସୁବର୍ଣ୍ଣପୁର
ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋହିରିଆଘାଟ ଗ୍ରାମର ରାଜକିଶୋର କୁଅଁର ଙ୍କୁ ଗତ ତା ୮.୦୮.୨୦୨୪ ରିଖ ସନ୍ଧ୍ୟା ସମୟରେ…
ସ୍ୱାଧୀନତା ଯଦି କଂଗ୍ରେସ ଆଣିଛି, ଦେଶ ବିଭାଜନ ପାଇଁ ଦାୟୀ କିଏ ?
ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ସମ୍ପୂର୍ଣ୍ଣ ଶ୍ରେୟ କଂଗ୍ରେସ ନେଉଛି। କଂଗ୍ରେସ କହୁଛି ଯେ ଯାହା କିଛି କରାଯାଇଛି ତାହା ତାର ନେତାମାନେ କରିଛନ୍ତି। କିନ୍ତୁ ସତ୍ଯ ହେଉଛି ଯେ ଦେଶର ପ୍ରତ୍ୟେକ ସହର , ଗାଁ ,ପ୍ରତ୍ୟେକ ଘରର ଅନେକ…
ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ
ବରଗଡ଼ : ଇହଲୋକରେ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ…