ଦୀପାବଳିକୁ ନେଇ ବୁଗୁଡ଼ା ସହର ଚଳଚଞ୍ଚଳ ; ବାଣ ବଜାରରେ ଗ୍ରାହକଙ୍କ ଭିଡ଼

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳିକୁ ନେଇ ବୁଗୁଡ଼ା ସହରରେ ଏବେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଆସନ୍ତା ୦୮ ତାରିଖ ରବିବାର ଦିନ ଦୀପାବଳି ପାଳନ ହେବାକୁ ଥିବାବେଳେ ସହରର ବାଣ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି।ଦୀପାବଳି…

ଏନ୍‌ଟିପିସି ତାଳଚେର ଥର୍ମାଲରେ ‘ଭେଣ୍ଡର ମିଟ୍‌-୨୦୨୬

ତାଳଚେର (ଅଜିତ କୁମାର ଭୋଇ) : ସ୍ଥାନୀୟ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ସହ ଯୋଗାଣକାରୀଙ୍କ ସହ ଦୀର୍ଘମିଆଦୀ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ବାର୍ଷିକ ‘ଭେଣ୍ଡର ମିଟ୍‌-୨୦୨୬’ ଆୟୋଜିତ ହୋଇଯାଇଛି। ନଭେମ୍ବର…

ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ ବୁଗୁଡ଼ା ବ୍ଲକ୍‌ରେ ପ୍ରସ୍ତୁତି ବୈଠକ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ବୁଗୁଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ ଏକ ବ୍ଲକ୍‌ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗରର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ତୁଲି ଆମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିଲା ଜଳସ୍ତର, ବାଘୁଆ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବଢ଼ିଲା ବାଘୁଆ ଜଳଭଣ୍ଡାରର ଜଳସ୍ତର। ବିପଦ ସଙ୍କେତ ନିକଟରେ ପହଞ୍ଚିଲା ଜଳସ୍ତର।ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରର ସୁରକ୍ଷା ଓ ଜଳସ୍ତରର ବିପଦକୁ ଆଖି ଆଗରେ…

ରେଙ୍ଗାଳି ଦକ୍ଷିଣ କେନାଲରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମର ଆମ୍ବସାହି ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ କେନାଲରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି…

କଣିହାଁରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ ! ସ୍ୱାମୀ ଗିରଫ ।

ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗ!ଅଧିକ ଟଙ୍କା ଦାବି କରି ବୋହୂଙ୍କୁ ନିର୍ଯାତନା ଓ ହତ୍ୟା କରାଯାଇଥିବା ନେଇ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗ। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ମଣ୍ଟୁ…

“ବିଦାୟର ଶେଷ ବନ୍ଧୁ”ସାମାଜିକ ସଂଗଠନର ଅସହାୟଙ୍କୁ ଶବଦାହ ନିମନ୍ତେ ମାଗଣା କାଠ ପ୍ରଦାନ

ଅନୁଗୋଳ (ଅଜିତ କୁମାର ଭୋଇ) : ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ। ମଣିଷର ମୃତ୍ୟୁ ହେଲେ ଶ୍ମଶାନ ରେ ଶବ ଦାହ କରାଯାଏ। ହେଲେ ଶବ ଦାହ ପାଇଁ ଜାଳେଣି କାଠ ସଂଗ୍ରହ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଏହି…

ଚିକେନ ତରକାରୀରେ ମୂଷାମରା ବିଷ ଦେଇ ହତ୍ୟା ! ସ୍ୱାମୀଙ୍କ ହତ୍ୟାକାରୀ ସ୍ତ୍ରୀ ଓ ପ୍ରେମିକ ଗିରଫ

ଅନୁଗୋଳ(ଅଜିତ କୁମାର ଭୋଇ) : ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କ ସହ ବିବାଦ ଶେଷରେ ଭୟଙ୍କର ରୂପ ନେଇଥିବା ଅଭିଯୋଗ। ଚିକେନ ତରକାରୀରେ ମୂଷାମରା ବିଷ ମିଶାଇବା ପରେ ଗଳା ଚିପି ଓ କୁରାଢ଼ୀରେ ଆକ୍ରମଣ କରି ହତ୍ୟା କରାଯାଇଥିବା ମାମଲାରେ…

ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚଳ ପ୍ରିଣ୍ଟର: ମୋବାଇଲକୁ ପଠାଯାଉଛି ପରୀକ୍ଷା ରିପୋର୍ଟ

ବଅଁରପାଳ/ଅନୁଗୋଳ(ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାବୋରେଟୋରୀର ପ୍ରିଣ୍ଟିଙ୍ଗ୍ ମେସିନ୍ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିରହିଥିବାରୁ ଏଠାକୁ…

ବୁଗୁଡ଼ା ଅଞ୍ଚଳ ଦୁର୍ଗାପୂଜା ପାଇଁ ଉତ୍ସବମୁଖର; ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ମା’ ଜଗତଜନନୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅବସରରେ ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରେ ଏବେ ମଣ୍ଡପ ଝଲସି ଉଠୁଛି। ବୁଗୁଡ଼ା ସହରର ମଦନମୋହନ ଛକ ଓ ବସଷ୍ଟାଣ୍ଡ ସାଙ୍ଗକୁ ଗ୍ରାମାଞ୍ଚଳର ବାଲିପଦର, ଗୋଲିଆ,ବାଦୁଆ,ମାଣିବନ୍ଧ ଆଦି ଗ୍ରାମରେ…

Powered by Joinchat