ବାଲେଶ୍ୱର :ଏକ ହତ୍ୟା ଘଟଣା ର ପୋଲିସ ପରଦା ଫାସ କରି ଥିବା ଖବର ମିଳି ଛି ମିଳିଥିବା ଖବର ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍ଏଚ୍ରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ। ଘଟଣାର ପର୍ଦ୍ଦାଫାସ୍ କଲା ବାଲେଶ୍ବର…
Category: ଜିଲ୍ଲା
ପୁରୀ ଜିଲ୍ଲା ତଥା ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନର ବୈଠକ ଅନୁଷ୍ଠିତ l
ପୁରୀ :ଆଜି ପୁରୀ ଜିଲ୍ଲା ତଥା ଓଡ଼ିଶା ମତ୍ସ୍ୟ କର୍ମୀ ୟୁନିୟନ ପକ୍ଷରୁ ଏକ ଆଲୋଚନା ୟୁଥ ହଷ୍ଟେଟ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଆଲୋଚନାରେ ସେମାନଙ୍କର ସମସ୍ୟା ଗୁଡ଼ିକ ସମାଧାନ କଲେ ମତ୍ସ୍ୟଜୀବି ମାନଙ୍କର ଜୀବନ ଓ…
ରତ୍ନଭଣ୍ଡାରର ମରାମତି ନିତ୍ୟାନ୍ତ ଆବଶ୍ୟକ: ଗଜପତି
ପୁରୀ: ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି…
ଭକ୍ତି ଓ ଭାବରେ ଉଛୁଳୁଛି ବଡ଼ଦାଣ୍ଡ। ସୁନାବେଶରେ ସଜେଇ ହୋଇଛନ୍ତି କୋଟି ବ୍ରହ୍ମାଣ୍ଡ ଠାକୁର
ପୁରୀ :ଆରମ୍ଭ ହୋଇଛି ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ , ଏହି ଦୁର୍ଲ୍ଲଭ ବେଶ ଦେଖି ଭକ୍ତ ଆଖିରୁ ଗଡୁଛି ଲୋତକ । ଆଜି ବଡଦାଣ୍ଡରେ ଭକ୍ତ ଓ…
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କିତ ତଦାରଖ କମିଟିର ବୈଠକ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା ହୋଇଥିଲା ଉକ୍ତ ବୈଠକ ରେଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତିଙ୍କ…
ଜନ୍ମବେଦୀରୁ ଲେଉଟିଲେ କାଳିଆ ସାଆନ୍ତ
ପୁରୀ ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ରଥଗୁଡ଼ିକ ବାହାରିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। ହଜାର ହଜାର ଭକ୍ତ ଶ୍ରଦ୍ଧାର ସହିତ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ…
ସେମିତି କିଛି ଘଟି ନାହିଁ : ପିନାକ ମିଶ୍ର
ପୁରୀ :ଶେଷରେ ବହୁ ବାଦ ବିବାଦ ପରେ ଖୋଲିଛି ରତ୍ନ ଭଣ୍ଡାର। ପ୍ରଥମେ ଶ୍ରୀଲୋକନାଥଙ୍କ ନିକଟରେ କରାଯାଇଥିଲା ପୂଜାପାଠ। ଏହାପରେ ମା ବିମଳା ଏବଂ ମା ଲକ୍ଷ୍ମୀଙ୍କ ନିକଟରୁ ଅନୁମତି ଆସିବା ପରେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଛି। ଏହା ନିର୍ଦ୍ଧାରିତ…
ନୀଳକନ୍ଦର ଅଭିମୁଖେ ବାହୁଡିବେ ନୀଳମଣି । ଆଜି ଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ
ପୁରୀ :ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳିଥିଲା। ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବା ଢାଡିରେ ଭକ୍ତ ମାନେ ଠୀଆ ହୋଇ ଥିଲେ lସଂଧ୍ୟା ୫ ଯାଏଁ ଆଡ଼ପ ଦର୍ଶନହୋଇ ରବିବାର ସନ୍ଧ୍ୟା ୫ଟାରୁ…
ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ରବିବାର ସଂଧ୍ୟା ୫ ଯାଏଁ ଆଡ଼ପ ଦର୍ଶନ
ପୁରୀ :ଆସନ୍ତା ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏହାର ପୂର୍ବ ପ୍ରସ୍ତୁତି ପାଇଁ ଆସନ୍ତା ୧୪ ତାରିଖ ରବିବାର ସନ୍ଧ୍ୟା ୫ଟାରୁ ଆଡ଼ପମଣ୍ଡପରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏଣୁ ଧାର୍ଯ୍ୟ ସମୟ ମଧ୍ୟରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ନବମୀ ଦର୍ଶନ…
ନୀତି ବିଳମ୍ୱ ହେତୁ ଦୁଇଦିନ ହେଲାଣି ଭକ୍ତମାନେ ମହା ପ୍ରସାଦ ପାଇବାରୁ ବଞ୍ଚିତ
ପୁରୀ: ନୀତିରେ ଅହେତୁକ ବିଳମ୍ବ କାରଣରୁ ଦୁଇଦିନ ହେଲାଣି ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଉଛନ୍ତି । ନୀତି ବିଳମ୍ବ କାରଣରୁ ଗତକାଲି ପ୍ରାୟ ୩୦ହଜାର ଲୋକଙ୍କ ମହାପ୍ରସାଦ ଫିଙ୍ଗାଯାଇଛି। ଯାହାର ମୂଲ୍ୟ ୮ରୁ ୧୦ଲକ୍ଷ ଟଙ୍କା ହେବ। ଏହାକୁ ନେଇ…
