ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ, ମହାପ୍ରଭୁଙ୍କ ଦର୍ଶନ ବେଳେ ଟଳିପଡିଲେ

ପିଛାଛାଡ଼ୁନି ଅଘଟଣ ଏବେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ । ଶ୍ରୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୁଜୁରାଟର ୮୫ ବର୍ଷୀୟ ଚେତନ ଦାସ । ଚେତନ…

ବିଜେଡିରୁ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି

ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି। ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । ପାଟକୁରାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ…

ପୁରୀରେ ସମ୍ବିତ ପାତ୍ର ଆଗରେ,ଅରୂପ ପଛରେ ପଡିଲେ

ଆଜି ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ…

ରାଜଧାନୀରେ ସିରିଜ୍ ସଡ଼କ ଦୁର୍ଘଟଣା

ରାଜଧାନୀରେ ସିରିଜ ସଡ଼କ ଦୁର୍ଘଟଣା ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ ରାଜଧାନୀରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ସତସଙ୍ଗ ବିହାର ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରଥମେ…

ଶ୍ରଦ୍ଧାଞ୍ଜଳି ସହିତ ଆଶୁ ଆରୋଗ୍ୟ କାମନା ର ଏକ ସମୂହ ଦୀପଦାନ କାର୍ଯକ୍ରମ

odia news portal

ସ୍ବାମୀଙ୍କ ଶ୍ରାଦ୍ଧବାର୍ଷିକୀରେ ମେଧାବୀ ଛାତ୍ରଙ୍କୁ ସହାୟତା ରାଶି ପ୍ରଦାନ।

odia news paper

ରାୟଗଡାରେ ଜଳିଗଲା ୪ଟି ବସ୍

ରାୟଗଡା:୪ଟି ବସ୍ ନିଆଁ ଲାଗିଥିବା ଖବର ଆମ ହସ୍ତଗତ ହୋଇଛି।ମିଳିଥିବା ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ । ଆଜି ଅପରାହ୍‌ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଛି। ସୂଚନା ପାଇ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ

ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ…

error: Content is protected !!
Powered by Joinchat