ଅନୁଷ୍ଠିତ ହେଲା ଦ୍ୱାତୀୟ ସମନ୍ଵ କମିଟି ବୈଠକ

ପୁରୀ :ଆଉ ଅଳ୍ପ ଦିନ କ ପରେ ମହା ପ୍ରଭୁ ଘୋଷ ଯାତ୍ରା ଅନୁଷ୍ଠିତଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ…

ଚଳିତ ବର୍ଷ ସର୍ବସାଧରଣଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ।

ପୁରୀ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି…

ଅଣସର ପିଣ୍ଡିରେ ମହାପ୍ରଭୁ ଜଗନ୍ନାଥ

ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼…

ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା

ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ…

ସ୍ନାନବେଦୀରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ, ଶ୍ରୀମନ୍ଦିର ପ୍ରଶାସନ ମୁକଦର୍ଶକ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ବତନ୍ତ୍ର ବ୍ୟବସ୍ଥାବଳୀ। ଭକ୍ତ ଓ ଭଗବାନଙ୍କ ମିଳନରେ ଯେମିତି ସେବାୟତ ଅଡୁଆଲ ନ ହୁଅନ୍ତି ସେ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନଯାତ୍ରା ସହିତ…

ଜଗନ୍ନାଥ ଦର୍ଶନ ଅନୁଷ୍ଠାନ ପକ୍ଷରୁ ଶିକ୍ଷାଶ୍ରୀ ସମ୍ମାନ ସମାରୋହ ୨୦୨୪

ପୁରୀ :ଜଗନ୍ନାଥ ଦର୍ଶନ ଅନୁଷ୍ଠାନ ପକ୍ଷରୁ ଶିକ୍ଷାଶ୍ରୀ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ…

ହରିହର କ୍ଷେତ୍ର ମାହାଳରେ ସ୍ନାନପୁର୍ଣିମାରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

କେନ୍ଦ୍ରାପଡ଼ା :ଗରଦପୁର ବ୍ଲକ ହରିହର କ୍ଷେତ୍ର ମାହାଳ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁମାନେ ସ୍ନାନମଣ୍ଡପରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ଯାତ୍ରା ଅବସରରେ ବଢି ଭୋରୁ ମନ୍ଦିର ର ଦୁଆର…

ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳିତ

ପୁରୀ:ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା…

କେନ୍ଦ୍ରାପଡ଼ା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନଯାତ୍ରା ସମ୍ପର୍ଣ୍ଣ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି…

error: Content is protected !!