କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ଏନଏସି ଅନ୍ତର୍ଗତ ଓ୍ୱାର୍ଡ ନଂ ୧୩ ର ଅସହାୟ ପରିବାର ଅଜୟ ନାଏକଙ୍କ ସାନଭାଇ ମୃତ୍ୟୁର ସୁଦ୍ଧିକ୍ରିୟା ସହାୟତା ପ୍ରଦାନ କରାଯାଇଛି । ଭରଷା ପରିବାର ସେବା ଟ୍ରଷ୍ଟ ପକ୍ଷରୁ ଏହି ସହାୟତା…
Category: ଜିଲ୍ଲା
ଚମ୍ପୁଆ ମା’ ତାରିଣୀ ହସ୍ପିଟାଲ ର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) :ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫରେଷ୍ଟ ଟ୍ରେନିଂ ସ୍କୁଲ ପାଖରେ ଥିବା ମା ‘ତାରିଣୀ ହସ୍ପିଟାଲ ପ୍ରା. ଲିଃ ର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ହସ୍ପିଟାଲ ପରିସରରେ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି…
ମ୍ୟାଟ୍ରିକ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଛାତ୍ରୀ ଆଦ୍ୟାଶା
ଅନୁଗୋଳ(ଅଜିତ କୁମାର ଭୋଇ): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବାଗଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ୯୬.୩୩% ମାର୍କ ହାସଲ କରିଛନ୍ତି। ସେ ଖମାର ଗାଁର ଶିକ୍ଷକ ଭବାନୀ ଆଚାର୍ଯ୍ୟ ଓ…
ସୋରୋଡ ହାଇସ୍କୁଲରେ ମେଧାବୀ ସମ୍ବର୍ଦ୍ଧନା : ବୁଗୁଡ଼ା ବ୍ଲକ ଟପ୍ପର ନିବେଦିତା ବେହେରା ସମ୍ବର୍ଦ୍ଧିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଷ୍ଣୁଚକ୍ର କ୍ଲଷ୍ଟର ଅନ୍ତର୍ଗତ ସୋରୋଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରୀ ନିବେଦିତା ବେହେରା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୬ରେ ସର୍ବାଧିକ ୫୬୩(୯୩.୮୩%)ମାର୍କ ହାସଲ କରି…
ସୁବର୍ଣ୍ଣପୁର ଜିଲ୍ଲା ଟପ୍ପର ହେଲେ ସାହାରା ଟ୍ରଷ୍ଟ ହାଇସ୍କୁଲର ସୁଶ୍ରୀ ସୁଭଦର୍ଶିନୀ ପୁଜାହାରୀ
ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ): ଗତକାଲି ରାଜ୍ୟ ରେ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ରେ ୮୧୪୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୭୭୧୩ ଜଣ ୯୬.୧୨% ହାରରେ ପରୀକ୍ଷାର୍ଥୀ ପାସ କରିଥିବା…
ବୁଗୁଡ଼ା ବ୍ଲକରେ ୮ଟି ଏ-୧ , ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ୍ ଟପ୍ପର
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୬ଟି ହାଇସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ…
ବୁଗୁଡ଼ାରେ ଘନେଇଛି ପେଟ୍ରୋଲ ସଙ୍କଟ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସଂପ୍ରତି ବୁଗୁଡ଼ାରେ ଘରୋଇ ଗ୍ୟାସ ସାଙ୍ଗକୁ ପେଟ୍ରୋଲ ସଙ୍କଟ ଘନେଇଛି। ବୁଗୁଡାରେ ରହିଥିବା ତିନୋଟି ପେଟ୍ରୋଲ ପମ୍ପ୍ ମଧ୍ୟରୁ ଇଣ୍ଡିଆନ୍ ଅଏଲ ଓ ନାଏରା ପେଟ୍ରୋଲ ପମ୍ପ୍ ଦ୍ବୟ ପେଟ୍ରୋଲ ଅଭାବରୁ ବନ୍ଦ ରହିଥିବା ବେଳେ…
ଘରୋଇ କମ୍ପାନୀକୁ ତାଳଚେରବାସୀଙ୍କ ତିବ୍ର ବିରୋଧ
ତାଳଚେର (ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ ୧୦ନଂୱାର୍ଡ଼ ଦଶହରା ପଡ଼ିଆ ଠାରେ ଘରୋଇ କମ୍ପାନୀକୁ ତାଳଚେର ଭିତରେ ପୁରାଇ ନଦେବାକୁ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା । ଘଟଣାରୁ ପ୍ରକାଶ, ତାଳଚେରର ପ୍ରାୟ ୮ଟି ପଂଚାୟତ ଏମସିଏଲ ଅଧିଗ୍ରହଣ କରି…
୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ।
ରାୟଗଡ଼ା(ଗୋପୀନାଥ ଗୌଡ଼): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ…
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ
ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଗୌଡା ଦୀପ ପ୍ରଜ୍ଜ୍ଵଳନ…
