ଅନୁଗୋଳ (ଅଜିତ କୁମାର ଭୋଇ) : ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ମହୋତ୍ସବର ବିଭିନ୍ନ ପ୍ରସ୍ତୁତି…
Category: ଜିଲ୍ଲା
ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଅନଗୁଳ (ଅଜିତ କୁମାର ଭୋଇ) ଆଗାମୀ ଏପ୍ରିଲ୍ ୨୬ ତାରିଖ ରେ ଅନୁଗୁଳ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ନେଇ ଓଡ଼ିଶାର ମାନ୍ଯବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଭୁବନେଶ୍ବର ଲୋକସେବା ଭବନରେ…
୨୬ ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ ବିନିକା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଦକ୍ଷିଣ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଜମ୍ଭୁକାଶ୍ମୀର ସ୍ଥିତ ପହେଲଗାଓରେ ଇସଲାମିକ ଆତଙ୍କବାଦୀ ଙ୍କ ବର୍ବର ଆକ୍ରମଣରେ ୨୬ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ…
ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସୁବର୍ଣ୍ଣପୁରରେ ସାମୁହିକ ଶ୍ରଦ୍ଧାଞ୍ଜଳି
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜାମ୍ମୁ ଓ କାଶ୍ମୀର ର ପହଲଗାଓଁ ଠାରେ ହିନ୍ଦୁ ପର୍ଯ୍ୟଟକ ଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ୨୮ ଜଣ ଭାରତୀୟ ଓ ବିଭିନ୍ନ ଦେଶ ର ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ରେ ଆଜି…
ଗୁଣି ଗାରେଡି ସନ୍ଦେହରେ ଜଣକୁ ପିଟି ପିଟି ହତ୍ୟା, ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ଥାନା ଅଧିକାରୀ
ରାୟଗଡ଼ା (ଗୋପୀନାଥ ଗୌଡ଼) ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସଦର ମହକୁମା ସ୍ଥିତ ହାଟ ପଦାରେ ଲୋମ ହର୍ଷଣକାରୀ ହତ୍ୟା କାଣ୍ଡ ଘଟିଯାଇଛି । ଗୁଣି ଗାରେଡି କରି ମାରି ଦେଇଥିବା ସନ୍ଦେହରେ ଗତ କାଲି ବିଳମ୍ବିତ ରାତିରେ ପଦ୍ମପୁର…
କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଙ୍କ ମାର୍ଗଦର୍ଶନ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି…
ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ।
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ସଭାରେ ବିଜ୍ଞାନ ଶିକ୍ଷକ…
ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ତାଲିମ କର୍ମଶାଳା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଳକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ପରିଦର୍ଶକ ମାନଙ୍କୁ ନେଇ ଅଦ୍ଵିକା ଯୋଜନା ସମ୍ବନ୍ଧ ରେ ଦୁଇ ଦିନିଆ…
ଶିକ୍ଷକ କାଶୀନାଥ ଦାଶଙ୍କ ଦ୍ଵାଦଶାହରେ ୧୯୭୨ ବ୍ୟାଚ ଛାତ୍ର ଛାତ୍ରଙ୍କ ସ୍ମୃତିଚାରଣ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୂଲ୍ସ ହାଇସ୍କୁଲର ପ୍ରାକୁନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିବଂଗତ କାଶୀନାଥ ଦାଶ(୯୮) ଙ୍କ ଦ୍ବାଦଶାହ ଉପଲକ୍ଷେ ୧୯୭୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ଦ୍ବାରା ଏକ ସ୍ମୃତିଚାରଣ ସଭା ପିପୂଲ୍ସ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ନିକଟସୁ ଶ୍ରଦ୍ଧାପୁର…
ବିଶ୍ଵବିଦ୍ୟାଳୟ ସ୍ତରରେ ୨ୟ ଟପ୍ପର ହେଲେ ପିପୂଲ୍ସ କଲେଜର ଶିବାନୀ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ଥାନୀୟ ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ ବିଶ୍ବବିଦ୍ୟାଳୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଛନ୍ତି I…
