ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି…
Category: ଜିଲ୍ଲା
ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ରାଜ୍ୟ କ୍ରୀଡା, ଯୁବ ସେବା ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନରେ ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ…
କୋର୍ଟରେ ସାକ୍ଷୀ ଦେବାରୁ ଟ୍ରକ୍ ର ପରିବହନ କାର୍ଯ୍ୟ ବନ୍ଦ କଲେ ପରିବହନ ଠିକାଦାର
କେନ୍ଦୁଝର (ସୀତାରାମ ଦୀକ୍ଷିତ): ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଅଞ୍ଚଳ ର କୀର୍ତ୍ତନ ମହାକୁଡ ଙ୍କ ଟ୍ରକ୍ କୁ ପରିବହନ କାର୍ଯ୍ୟ ନ ଦେବା ସହିତ ତାଙ୍କୁ ଜୀବନରେ ମାରି ଦେବାର ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।ତାଙ୍କ…
ଇଣ୍ଡିଆନ ବାୟ ବାର୍ଥ ସଂଗଠନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼ ):କରଞ୍ଜିଆ ବାରଆସୋସିଏସନ ହଲଠାରେ ଇଣ୍ଡିଆନ ବାୟ ବାର୍ଥ ସଂଗଠନ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆ ବାର ଆସୋସିଏସନ ସହଯୋଗ ରେ ଆୟୋଜିତ ଏହି ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିରକୁ…
ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ, ନଗଦ ୫ ଲକ୍ଷ ଟଙ୍କା ସହ ବାଇକ ଜବତ ।
କେନ୍ଦୁଝର(ଦଶରଥ ବାରିକ): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ପାତ୍ରସାହିରୁ ଗତକାଲି ବଡ଼ବିଲ ପୋଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହିତ ତେଇଶି କିଲୋ ଗଞ୍ଜେଇ ଓ ଏକ ହୋଣ୍ଡା ବାଇକ ସହ ପାଞ୍ଚଲକ୍ଷ ନଗଦ ଟଙ୍କା ଜବତ କରିଛି…
ବୁଗୁଡ଼ାରେ ନୂତନ ବିଡିଓଙ୍କ ଯୋଗଦାନ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗ ଦେଇଛନ୍ତି l ସେ ପୂର୍ବରୁ କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସେ ବୁଗୁଡ଼ା ବିଡ଼ିଓ ଭାବେ ଯୋଗ ଦେବା…
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୫୬ତମ ସ୍ମୃତି ଦିବସ।
କେନ୍ଦୁଝର (ସୀତାରାମ ଦୀକ୍ଷିତ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ୧୯୩୬ ମସିହାରେ ଦାଦା ଲେଖରାଜଙ୍କ ସାକାର ମାଧ୍ୟମରେ ନିରାକାର ଶିବ ପିତା ପରମାତ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ଦାଦା ଲେଖରାଜଙ୍କୁ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ନାମ ଦେଇଥିଲେ। ସେ ଦୀର୍ଘ…
ରାୟଗଡା ବିଧାୟକଙ୍କ କାଶୀପୁର ଗସ୍ତ ଏବଂ ମାଁ ଭଗବତୀ SSG କେନ୍ଦ୍ର ପରିଦର୍ଶନ
ରାୟଗଡା (ଗୋପୀନାଥ ଗୌଡ଼):ଗତ ୫ ତାରିଖ ଦିନ କାଶୀପୁର ସ୍ଥିତ ଡ଼ମ୍ବ ସାହିରେ ଏକ ୭୦ ବର୍ଷୀୟା ଅସହାୟ ବିଧବା ବୃଦ୍ଧାଙ୍କ ଘର କୌଣସି କାରଣରେ ସମ୍ପୂର୍ଣ ଜଳି ଯାଇଥିଲା। ଘଟଣାରେ ବୃଦ୍ଧା ଜଣକ ଓ ତିନି ନାତିନାତୁଣୀ ସହାୟତା ନିମନ୍ତେ…
କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦାନ୍ୟତା,ଅଗ୍ନିବିପନ୍ନ ବୃଦ୍ଧାଙ୍କୁ ଦେଲେ ସହାୟତା
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଲକ୍ଷ୍ମୀ ବଜାର ସାହିରେ ଗତ ତା ୫/୧/୨୫ ରିଖରେ ଜଣେ ୭୦ ବର୍ଷୀୟା ବୃଦ୍ଧା ମହିଳା ଜନ ନାଏକଙ୍କ ଘର କୌଣସି ଏକ କାରଣ ବସତଃ ସମ୍ପୂର୍ଣ ଭାବେ…
