ପୁରୀରେ ନାଗ ଚତୁର୍ଥୀରେ ଉଇ ହୁଙ୍କାରେ ପୂଜା କରିଲେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ

ପୁରୀ (ସମୀର ରଞ୍ଜନ ନାୟକ) :କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା…

ଗୋପାଷ୍ଟାମୀ ଅବସରରେ ହିନ୍ଦୁଜାଗରଣ ଶୋଭାଯାତ୍ରା ଆୟୋଜିତ

ମୟୁରଭଞ୍ଜ : କରଞ୍ଜିଆ ସହରର ୱାର୍ଡ ନମ୍ବର ୧୫ ଠାରେ ଥିବା ଗୋଧାମ ଗୋଶାଳା ଠାରେ ଆସନ୍ତା ୮ ରୁ ୧o ତାରିଖ ପର୍ଯ୍ୟନ୍ତ ଗୋପାଷ୍ଟମୀ ଅବସରରେ ତିନିଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର ଅବ୍ୟାହତି ପୂର୍ବରୁ ଏକ ହିନ୍ଦୁଜାଗରଣ ସଭାଯାତ୍ରା…

ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ.

ଗଞ୍ଜାମ/ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ପୋଲିସ ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ। ଆଜି ଖଲ୍ଲିକୋଟ ପୋଲିସ ର ଏକ ସ୍ପେସିଆଲ ଟିମ ପ୍ରଦୀପ କୁ କେଶପୁର ଅଂଚଳ ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପ୍ରଦୀପ…

ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶଙ୍କ…

୨୨୭ ଜଣ ଛାତ୍ରଛାତ୍ରୀ ଦେଲେ ନବମ ଶ୍ରେଣୀ ଏନ୍‌ଆରଟିଏସ୍ ପରୀକ୍ଷା

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ସ୍ନାନୀୟ ପିପୁଲ୍ଲ ହାଇସ୍କୁଲ କେନ୍ଦ୍ରରେ ଆଜି ନବମ ଶ୍ରେଣୀ ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୨୨୭ ଜଣ…

ଇସ୍କନର ଅଦିନିଆ ରଥଯାତ୍ରା ଶ୍ରୀ ମନ୍ଦିର ପରମ୍ପରା ଉଲଘଂନ :ଗଜପତି

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ):ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରେସମିଟ୍‌ । ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କହିଲେ ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି । ଚିଠି ଲେଖିବା…

ଜନ କଲ୍ୟାଣ ସେବା ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳିତ। ଶହେ ଜଣ ବହୁମୁଖି ପ୍ରତିଭା ସମ୍ମାନିତ

ବରଗଡ଼ :ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ମଙ୍ଗଳବାର ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ…

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁ ନିକଟବର୍ତ୍ତୀ ବଡପଥରଠାରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜାମଗୋରୁଡା ଗ୍ରାମର…

ବାଲିପଦରରେ ଧର୍ମ ସଙ୍ଗଠନ ପ୍ରବଚନ ସମ୍ମିଳନୀ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବାଲିପଦର ମକର ପଡିଆଠାରେ ଧର୍ମ ଜାଗରଣ ସମିତି ପକ୍ଷରୁ ୨୧ତମ ଧର୍ମ ସଂଗଠନ ପ୍ରବଚନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ଧର୍ମ ସଂଗଠନ ପକ୍ଷରୁ…

ସୋନପୁରରେ ଚିତ୍ରଗୁପ୍ତ ପୂଜା ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତ କାଲି ମହାସମାରୋହରେ ଚିତ୍ରଗୁପ୍ତ କଲ୍ୟାଣ…

error: Content is protected !!