ବୁଦ୍ଧିଷ୍ଟ୍ ତାଏକୋଣ୍ଡ ଏକାଡେମୀ ପକ୍ଷରୁ ୨୪ତମ କଲର ଵେଲ୍ଟ ପରୀକ୍ଷା ସମ୍ପନ୍ନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ବୁଦ୍ଧିଷ୍ଟ୍ ତାଏକୋଣ୍ଡ ଏକାଡେମୀ ପକ୍ଷରୁ ତା -୧୯.୦୮.୨୦୨୪ ରେ ୨୪ତମ କଲର ଵେଲ୍ଟ ପ୍ରୋମୋସନ୍ ଟେଷ୍ଟ କରାଯାଇଥିଲା। ଏଥିରେ ୭୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଗ୍ରେଡ୍ ର ଵେଲ୍ଟ…

ଚତୁର୍ଥ ବିଶ୍ୱ ନିୟନ୍ତାଙ୍କ ରଥ ସେବା ସମ୍ମାନ ପ୍ରଦାନ।

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଚଳିତ ବର୍ଷ ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି।ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦ ରୁ ଏହା ସଫଳ ହୋଇଛି।ତେଣୁ ରଥ ନିର୍ମାଣ…

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ:ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ଅବଢ଼ା। ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।…

କଣାସ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟା ଘଟଣାର ପରଦାଫାସ କଲ ପୋଲିସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) :ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ଗୁଣିଗାରେଡ଼ି ସନ୍ଦେହ ଓ ଜଣେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ନେଇ…

କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାର ପ୍ରତିବାଦ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଅଖିଳ ଓଡିଶା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ସଙ୍ଗଠନ କଲିକତା ଆର୍. ଜି କର ହସ୍ପିଟାଲ ରେ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାକୁ ଆଜି 7 ଗୋଟି ମହାବିଦ୍ୟାଳୟ ପରିସରରେ…

ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଆଜି ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବଉଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ ତରଫରୁ ପ୍ରତି ବିଦ୍ଯାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ଗୋଟିଏ ଲେଖାଏଁ ଚାରାଗଛ ପ୍ରଦାନ…

ଆକର୍ଷଣ ସାଜିଛି ତାଳପତ୍ର,ଟେରାକୋଟା ଓ ସବାଇ ଘାସ ରାକ୍ଷୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ…

ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ବିଶ୍ବମ୍ଭର ବିଦ୍ୟାପୀଠ ପୁରାତନ ଛାତ୍ର ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଦ୍ୟାଳୟ ପଛ ପାଖରେ ଥିବା ଏକ ବସ୍ତିର ସ୍ୱରେଜ ପାଇପକୁ ସ୍କୁଲ ଖେଳ ପଡିଆର ମଧ୍ୟଦେଇ…

ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ…

ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ:ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ…

error: Content is protected !!