ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଯାତ୍ରୀ ବାହିନୀ ବସ ଓଲଟିଯାତ୍ରୀ ଆହତ ହୋଇ ଥିବା ଖବର ଆମ ହସ୍ତଗତ ହୋଇଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ବାଲୁଗାଁ ନିକଟ ପାଇକକୁଶଡିହ ଛକରେ ବସ୍ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ…
Category: ବିଶେଷ ଖବର
ଶାସକ ଦଳକୁ ଅରୁଣ ସାହୁଙ୍କ ନିଶାନା
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟେଗାଳ ଦେଖିବାୁ ମିଳିଥିଲା । ଗୃହରେ ବିରୋଧୀଙ୍କ ପକ୍ଷରୁ ହଟ୍ଟେଗାଳ କରାଯିବାରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ବିଜେଡି ସଦସ୍ୟମାେନ ବିଧାନସଭା ଗୃହର ମଧ୍ୟଭାଗକୁ…
ଖୋର୍ଦ୍ଧା ଆଞ୍ଚଳରେ ଲଘୁ ଖଣିଜ ଚୋରା କାରବାର ଉପରେ ପୋଲିସ ବଡ଼ ଧରଣର ରେଡ୍
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଖୋର୍ଦ୍ଧା ଲଘୁ ଖଣିଜ ଚୋରା କାରବାର ଉପରେ ବଡ଼ ଧରଣର ରେଡ୍ ।ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସରଧାପୁରରେ ଚାଲିଥିବା ଖଣିରେ ସ୍ଵତନ୍ତ୍ର ଟାସ୍କ ଫୋର୍ସର…
ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରାଉଚରା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ନବ ଦାସ ହତ୍ୟା ମାମଲା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଆଜି କ୍ରାଇମସିନେ ପହଞ୍ଚି ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀ । ସେହିପରି ଝାରସୁଗୁ଼ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ପହଞ୍ଚିଥିଲା…
ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମିିଳିଲା ନୂଆ ଦାୟିତ୍ବ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ (OOA)ର ସଭାପତି ଭାବରେ ନିଯୁକ୍ତ କରାଯିବ। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ପଦ ପାଇଁ ସମୀରଙ୍କ…
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ଓ ପରିବାର
ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ ମାଧ୍ୟମରେ ପତ୍ର ପଠାଇବା ପରେ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱୀକୃତି ମିଳିବା ପରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ଶ୍ରୀମତୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ…
ନବ ଦାସ ହତ୍ୟା: କ୍ରାଇମ ବ୍ରାଞ୍ଚରେ ପୁଅ-ଝିଅଙ୍କ ବୟାନ ରେକର୍ଡ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ପୁଣି ଖୋଲିବ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପେଡ଼ି । ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ ନେଇ ନିଦେ୍ର୍ଦଶ ଆସିବା ପରେ ଝିଅ ଦୀପାଳି ଦାସ ତାଙ୍କର ପ୍ରତିକ୍ରି୍ରୟା ଦେଇଛନ୍ତି । ଦୀପାଳି କହିଛନ୍ତି,…
ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ, DTETର ନିର୍ଦ୍ଦେଶକ ହେଲେ ସମର୍ଥ ବର୍ମା
ଭୁବନେଶ୍ବର (ସମୀର ରଞ୍ଜନ ନାୟକ): ପୁଣି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦୁଇଜଣ ଅଧିକାରୀଙ୍କୁ ବଦଳି କରି ଆଇଏଏସ୍ କ୍ୟାଡରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…
ଶଙ୍କରପୁର ଗ୍ରାମର ଭକ୍ତ ଚରଣ ଜେନାଙ୍କ ହତ୍ୟାର ଦୁଇ ହତ୍ୟାକାରୀଙ୍କୁ ଆଜୀବନ ସଜ୍ଜା
ଜଗତସିଂହପୁର/ବିରିଡ଼ି (ଦୀପକ୍ କୁମାର ଭୋଇ) : ଏକ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲା ଦୌରାଜଜ ଶ୍ରୀନିବାସ ପ୍ରତିହାରୀ ବିରିଡ଼ି ବ୍ଲକ ଶଙ୍କରପୁର ଗ୍ରାମର ସୁନୀଲ କୁମାର ସ୍ୱାଇଁ ଓରଫ (ମିଟୁ ) ଓ ନୃସିଂହ ଚରଣ ବେହେରା ଓରଫ…
କ୍ରିକେଟ ଅଧିନାୟକଙ୍କ ଉପରେ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଶାମା ମହମ୍ମଦଙ୍କ ଆକ୍ଷେପ ।
ନୂଆଦିଲ୍ଲୀ : ବିଦେଶ ଗସ୍ତରେ ଥିବା ଜଣେ ଅଧିନାୟକଙ୍କ ଉପରେ ଆକ୍ରମଣ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଶାମା ମହମ୍ମଦ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ‘ମୋଟା’ ବୋଲି କହିଥିଲେ, ଯାହା ପରେ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ…
