ଆଫଗାନିସ୍ତାନ :ପାକିସ୍ତାନ ଏବଂ ତାଲିବାନ ମଧ୍ଯରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ତାଲିବାନ ପାକିସ୍ତାନକୁ ଏକ ବଡ଼ ଧମକ ଦେଇଛି ଏବଂ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହିଛି। ବାସ୍ତବରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ…
Category: ବିଶେଷ ଖବର
ରଥଯାତ୍ରା ଦିନ ସି.ଟି.ଇ.ଟି ପରୀକ୍ଷା,ପୁନର୍ନିର୍ଦ୍ଧାରଣ ପାଇଁ ଓଡ଼ିଶାର ପ୍ରାର୍ଥୀଙ୍କ ଦାବି
ଭୁବନେଶ୍ୱର :ଏଥର କେନ୍ଦ୍ରୀଯ଼ ଶିକ୍ଷକ ଯୋଗ୍ଯତା ପରୀକ୍ଷା (ସି.ଟି.ଇ.ଟି) ପାଇଁ ହାଜର ହେବାକୁ ଯାଉଥିବା ଓଡ଼ିଶାର ପ୍ରାର୍ଥୀମାନେ ରାଜ୍ଯର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ଦିନ ପରୀକ୍ଷା ତାରିଖକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ରୀଯ଼ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା…
ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ
ମୁମ୍ବାଇ :ବଲିଉଡର ଆଗଧାଡିର ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ନିଜେ ଅଭିନେତ୍ରୀ ଏନେଇ ନିଜେ ସୂଚନା ଦେଇଛନ୍ତି । ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଆହୁରି…
ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ
ଭୁବନେଶ୍ୱର :ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ୧୯୯୦ ବ୍ୟାଚ୍ ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଛି। ଏନେଇ ଜିଏ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।…
ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିରରୁ ପ୍ରଥମ ମୌସୁମୀରେ ଝରୁଛି ପାଣି
ଅଯୋଧ୍ୟା :ପ୍ରଥମ ମୌସୁମୀ ବର୍ଷା ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଛାତରୁ ପାଣି ବୁନ୍ଦା ଝରୁଛି। ଗର୍ଭଗୃହରେ ପାଣି ଜମା ହେବାର ଖବର ପ୍ରକାଶ ପାଇବା ପରେ ଏହା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି । ଏବେ ରାମ ମନ୍ଦିର…
ପାଲେଷ୍ଟାଇନ ସପକ୍ଷରେ ସ୍ଲୋଗାନ ଦେଇ ଅଡୁଆରେ ଅସଦୁଦ୍ଦିନ ଓୱେସୀ
ନୂଆଦିଲ୍ଲୀ:ସାଂସାଦ ଭାବେ ଶପଥ ଗ୍ରହଣ କରିବା ପରେ AIMIM ମୁଖ୍ଯ ଅସଦୁଦ୍ଦିନ ଓୱେସୀ ଲୋକସଭାରେ ‘ଜଯ଼ ପାଲେଷ୍ଟାଇନ “ସ୍ଲୋଗାନ ଦେଇଥିଲେ। ଯାହା ବିବାଦ ସୃଷ୍ଟି କରିଥିଲା। ଏହା ପରେ ତାଙ୍କୁ ଲୋକସଭାରୁ ଅଯୋଗ୍ଯ ଘୋଷଣା କରିବା ପାଇଁ ଦାବି ଉଠିଛି। ସୁପ୍ରିମକୋର୍ଟ…
କେଜ୍ରିୱାଲ ସବୁ ଦୋଷ ମନୀଷ ସିସୋଦିଆଙ୍କ ଉପରେ ଢାଳିଦେଲେ
ନୂଆଦିଲ୍ଲୀ :ମଦ କାରବାର ମାମଲାରେ ସିବିଆଇ ବୁଧବାର ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ତାଙ୍କ ଜାମିନ ଉପରେ ସ୍ଥଗିତାଦେଶ ଆଦେଶକୁ ଚ୍ୟାଲେଞ କରି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ…
ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବେ ରାଷ୍ଟ୍ରପତି
ପୁରୀ : ଚଳିତବର୍ଷ ବିଶ୍ଵାପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଘନ ଘନ ବୈଠକ କରୁଛନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ…
ଧନ୍ୟ ଆମ ଅତିଥି ଦେବ ଭବ…
ନୂଆଦିଲ୍ଲୀ :ଜୟପୁର ଯେମିତି ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସେଠାକାର ଲୋକଙ୍କ ବ୍ୟବହାର ସେମିତି ମନମୁଗ୍ଧକର। ସେଥିପାଇଁ ପର୍ଯ୍ୟଟକ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଏଠାକୁ।କିନ୍ତୁ ପିଂକ ସିଟି ଭାବରେ ଖ୍ୟତ ସହରକୁ କିଛି ମନ୍ଦବୁଦ୍ଧି ବଦନାମ କରୁଛନ୍ତି। ଏକ ଭିଡ଼ିଓ ଭାଇରାଲ ହେଉଛି…
ପରକୀୟା ପ୍ରିତି ପାଇଁ ଡିଏସପି ରୁ କନେଷ୍ଟବଳକୁ ଡିମୋସନ୍
ପରକୀୟା ପ୍ରିତି ପାଇଁ ହଟହଟା ହେଲେ ପୋଲିସ ବାବୁ।ଘରେ ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟା ପ୍ରିତି। ପୋଲିସ ଅଧିକାରୀ କ୍ରିପା ଶଙ୍କର କନୌଜିଆ। ୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ…
