ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ କୋରାପୁଟ ଛକ ନିକଟରେ ଗୋଟିଏ ଟ୍ୟାଙ୍କର MP ୧୯ ଜ଼ଲ ୨୨୪୭ କୋରାପୁଟ ପଟରୁ ଆସୁଥିବା ବେଳେ, ରାୟଗଡ଼ ପଟରୁ ଏକ ୱାଗନ ର କାର ସହିତ ସମୟ 2ଟା ବେଳେ ଧକ୍କା ହୋଇଥିବାର ଦେଖିବାକୁ…
Category: ରାୟଗଡା
ଜିଲ୍ଲାସ୍ତରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ରାୟଗଡ (ଗୋପୀନାଥ ଗୌଡ଼):ରାୟଗଡା ଜିଲ୍ଲାସ୍ଥରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ଆଜି ସକାଳ ଘ.୧୧.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭା ଗୃହ ରାୟଗଡ ଠାରେ…
ପଲିଥିନର ଅପବ୍ଯବହାରକୁ ରୋକିବା ପାଇଁ ରାୟଗଡ଼ ପୌର ପରିଷଦର ଦୃଢ କାର୍ଯ୍ୟାନୁଷ୍ଠାନ
ରାୟଗଡ(ଗୋପୀନାଥ ଗୌଡ଼): ରାୟଗଡ଼ ପୌରାଞ୍ଚଳରେ ପଲିଥିନର ଅପବ୍ୟବହାର ରୋକିବା ପାଇଁ ତଥା ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ, ରାୟଗଡ଼ ପୌର ପରିଷଦଙ୍କ ନେତୃତ୍ବରେ ଏକ ପ୍ରବର୍ତ୍ତକ ଦଳ (enforcement team) ଗଠନ କରାଯାଇ ପଲିଥିନ ଜବତ କରାଯିବା ସହ…
ଜିଲ୍ଲା ବିଜେପି ସଭାପତି ସାମ୍ବାଦିକଙ୍କୁ କରିଛନ୍ତି ଅଣଦେଖା।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲାରେ ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଏବଂ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ମଧ୍ୟରେ ବିବାଦ ଅତ୍ୟଧିକ ଘନଉ ଥିବା ଦେଖିବାକୁ ମିଳିଛି। ଏଥିରେ ଶାସକ ଦଳକୁ ବିରୋଧୀ ଦଳର କିଛି…
ଭାରତୀୟ ମଜଦୂର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ରାୟଗଡ଼ା (ଗୋପୀନାଥ ଗୌଡ଼) : ଭାରତୀୟ ମଜଦୂର ସଂଘ ର କେନ୍ଦ୍ରୀୟ ସଂଗଠନ ନିଷ୍ପତ୍ତି କ୍ରମେ ଭାରତର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ସମ୍ପାଦକ…
ପୁଣି ଏକ ଜିବନ ଗଲା ନାଗାବଳୀ ନଦୀରେ।
ରାୟଗଡ଼ (ଗୋପୀନାଥ ଗୌଡ଼) : କଟକଣା ଥିବା ସତ୍ତ୍ବେ ଆନ୍ଧ୍ରରୁ ଆସୁଥିବା ପର୍ଯ୍ୟଟକ ନଦୀରେ ଗାଧୋଇବାକୁ ଗଲେ ।ଶିଶୁକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ନାବାଳକ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଝୁଲା ବ୍ରିଜ ଓ ବ୍ରିଜ ତଳେ କୁଳୁକୁଳୁ ନାଦ କରି…
ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ରାୟଗଡ଼ ଛାତ୍ରଛାତ୍ରୀଙ୍କ କୃତିତ୍ୱ।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଭଳି ଏକ ଉପାନ୍ତ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରିଥିବା ସ୍ଵାମୀ ବିବେକାନନ୍ଦ ବିଦ୍ୟା- ମନ୍ଦିର ରିଙ୍ଗ ରୋଡ ର ଛାତ୍ରଛାତ୍ରୀ ମାନେ।ତୃତୀୟ, ପଞ୍ଚମ ଓ ଜାତିୟ ଗ୍ରାମାଞ୍ଚଳ ମେଧା ବୃତ୍ତି ପରିକ୍ଷାରେ…
ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ।
ରାୟଗଡ଼ (ଗୋପୀନାଥ ଗୌଡ଼): ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣା ତୀବ୍ର ନିନ୍ଦା କରିଛନ୍ତି ବୁଦ୍ଧିଜିବି। ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଡ଼ଃ ଦୟାନିଧି ରାଉତଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଦୁଇଜଣ ଅଜଣା ଦୃବୁର୍ତ୍ତ ମାଡ଼ ମାରିଥିବା ନେଇ ରାୟଗଡ଼…
ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ନୁଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶା ବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି ରାୟଗଡ଼ ବିଜୁ ଜନତା ଦଳ। ଆଜି…
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁନ୍ଦୁଲିର ବାର୍ଷିକ ଉତ୍ସବ ପାଳିତ।
ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଅନ୍ତର୍ଗତ କୋଲନରା ବ୍ଲକ ଅଧିନସ୍ଥ ଦୁନ୍ଦୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଲନରା ବି ଇ ଓ ଶ୍ରୀ ମଞ୍ଜିତ୍ ଜେନା, ଦୁନ୍ଦୁଲି ଗ୍ରାମର…
