ରାୟଗଡ଼(ଗୋପୀନାଥ ଗୌଡ଼): ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।…
Category: ରାୟଗଡା
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଣେଷ ପୂଜା ପାଳିତ।
ରାୟଗଡ଼ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତ୍ରୁର୍ଥି ତିଥି ୨୭ତାରିଖ ବୁଧୁବାର ଦିନ ଆରମ୍ଭ ହୋଇଯାଇଛି ବିଘ୍ନରାଜ୍, ପ୍ରଥମ ପୂଜ୍ୟ, ଲମ୍ବଧର ମୁସିକ ବାହନ ଶ୍ରୀ ଗଣେଷଙ୍କ ପୁଜା। ଏହି ପରିପେକ୍ଷୀରେ ରାୟଗଡ଼ ସଦର ୩ନମ୍ବର ୱାର୍ଡ଼…
ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ।
ରାୟଗଡ(ଗୋପୀନାଥ ଗୌଡ଼): ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ…
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ।
ରାୟଗଡ଼ (ଗୋପୀନାଥ ଗୌଡ଼): ପଦ୍ମପୁର ଗ୍ରାମର ଜଣାଶୁଣା ଚାଷୀ ତଥା ଧର୍ମ ପରାୟଣ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସାଧିନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ…
ଜି ସି ଡ଼ି (ଜିଲ୍ଲା) ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼): ଜି ସି ଡ଼ି (ଜିଲ୍ଲା) ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମ. ମୁରଲୀ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ…
ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା (ଗୋପୀନାଥ ଗୌଡ଼):ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଜ୍ଞାନ ପ୍ରକାଶ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ , ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି l…
“ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସହରର ସାହିତ୍ୟ-ସଂସ୍କୃତିକ ଦୃଶ୍ୟପଟରେ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ “ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି ।ଏହି ସଂସ୍ଥାକୁ ଶ୍ରୀମତୀ ଇମାନୀ ଶତପଥୀ ପରିଚାଳନା କରୁଥିବା ବେଳେ, ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବେ ଓଡିଶା ସଙ୍ଗୀତ…
ବାଲୁଙ୍କେଶ୍ବର ମନ୍ଦିରରେ ଦୁଇ କିଲୋ ଚାନ୍ଦିର ପଞ୍ଚମୂଖି ସର୍ପ ସ୍ଥାପନ।
ରାୟଗଡା (ଗୋପୀନାଥ ଗୌଡ଼): ବ୍ରାହ୍ମଣ ସାହିସ୍ଥିତ ପି.ଏଚ.ଡ଼ି ନିକଟରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ଦୁଇ କିଲୋ ଓଜନର ସର୍ପ ସ୍ଥାପନ କରଯାଇଛି। ନବ ନିର୍ମିତ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଫେବୃୟାରୀ ମାସରେ ଆରମ୍ଭ ହୋଇଥିଲା। କ୍ରମାଗତ ଭାବରେ ମନ୍ଦିର…
ରକ୍ତ ଦାନ ମହତ ଦାନ
ରାୟଗଡ଼ (ଗୋପୀନାଥ ଗୌଡ଼): ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ…
ପୋଲ ସାଜିଛି ପାର୍କିଂ ଏରିଆ
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ସହରରେ ପାର୍କିଂ ବ୍ୟବସ୍ଥା ର ସୁଧାର ଆସି ପାରୁ ନାହିଁ। ବିଶେଷ କରି ପ୍ରମୁଖ ତୀର୍ଥ ସ୍ଥଳ ମା ମାଝୀ ଘରିଆଣୀ ମନ୍ଦିର କୁ ଆସୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ।…
