ସୁବର୍ଣ୍ଣପୁରରେ ସହରାଞ୍ଚଳ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ ୧୨ ଥାନାପତି ପଡା ଅଙ୍ଗନୱାଡି କେନ୍ଦ୍ର ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ସନ୍ଧ୍ୟା ୪ଟା ରୁ ୭ ଟା ପର୍ଯ୍ୟନ୍ତ ଏକ ସ୍ୱାସ୍ଥ୍ୟ ସେବା…

ସୁବର୍ଣ୍ଣପୁର ଠାରେ ଗୋ ସେବା ପାଳନ କେନ୍ଦ୍ର ର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲା କୁଲପଡା ଠାରେ ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋ ସେବା ପାଳନ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଉଦଘାଟନ କରିବା ସହ ଟ୍ରଷ୍ଟ…

ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ; ବାହାରିଲେ ୧୦୮ଭରି ସ୍ଵର୍ଣ୍ଣନାଗ ପ୍ରତିମା

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ରେ ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା। ଇଷ୍ଟଦେବ ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ୩୦ ତାରିଖ ରାତିରେ ମହାପ୍ରଭୁ ସୁବର୍ଣ୍ଣମେରୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ…

ଧାନ ଅମଳ ବେଳେ ଦାଉ ସାଧିଲା କାଳବୈଶାଖୀ ବର୍ଷା,ଚାଷୀ କ୍ଷତିଗ୍ରସ୍ତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ଦୁନିଆକୁ ଆହର ଯୋଗାଉଥିବା ଚାଷୀ ମୁଣ୍ଡରେ ଚଡ଼କ ପଶିଛି।ଠିକ ଅମଳ ବେଳେ ଦାଉ ସାଜିଛି କାଳବୈଶାଖୀ ବର୍ଷା ।ପ୍ରାକୃତିକ ବିପର୍ଯ୍ୟୟରେ ସମ୍ଭୁଖିନ ଚାଷୀ ଏଥର ଚାଷରେ ଭଲ ଉତ୍ପାଦନ କରିବାର ଆଶାନେଇ ଦିନରାତି ହାଡ଼ଭଙ୍ଗା ପରିଶ୍ରମ…

ପିତାମହୁଲରେ କେନ୍ଦ୍ର ସ୍ତରୀୟ ଡ଼ୁମାଲ ଜାତି ସମାଜର ବାର୍ଷିକ ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମ ଠାରେ କେନ୍ଦ୍ର ସ୍ତରୀୟ ଡୁମାଳ ଜାତି ସମାଜର ବାର୍ଷିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ଗ୍ରାମର ଭୈରବୀ ମନ୍ଦିର ଠାରେ ପୂଜାର୍ଚ୍ଚନା…

ସୋନପୁର କଲେଜରେ ପୁରାତନ ଛାତ୍ରଛାତ୍ରୀଙ୍କ ସାଧାରଣ ସଭା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟ ଗଠନର ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ସରକାରୀ ମାନ୍ୟତା ପାଇ ପାରିନାହିଁ। ଏଥିପାଇଁ ପ୍ରଶାସନିକ ଉଦାସୀନତା ତଥା ରାଜନୈତିକ ଇଚ୍ଛାଶକ୍ତିକୁ ସାଧାରଣରେ ଦାୟୀ କରାଯାଉଛି। ୧୯୬୪…

ସୋନପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଅପରେସନ୍ ସିନ୍ଦୂରର ସଫଳତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସହ ସୃଷ୍ଟି କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆଜି ସୁବର୍ଷପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ତ୍ରିରଙ୍ଗା…

ପ୍ରତ୍ୟହ ଯୋଗାଭ୍ୟାସ ଦ୍ୱାରା ଜୀଵନ ଶୈଳୀକୁ ପରିବର୍ତ୍ତନ କରିହେବ : ଯୋଗଗୁରୁ ମନୋଜ ପଣ୍ଡା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଉପ- କାରାଗାର ରେ ଏକ ସ୍ବତନ୍ତ୍ର ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହୀ କାର୍ଯ୍ୟକ୍ରମ ରେ ଜିଲ୍ଲା ଭାରତ ସ୍ଵାଭିମାନ ପ୍ରଭାରୀ ମନୋଜ ପଣ୍ଡା ଯୋଗ…

ସୁବର୍ଣ୍ଣପୁର ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଆଜି ଅପରାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ଓ ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁରର ମିଳିତ ସହଯୋଗ ରେ ଏକ ସଡକ ସୁରକ୍ଷା…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ନାରଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗତ କାଲି ନାରଦ ଜୟନ୍ତୀ ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲର ପରିସରରେ ପାଳନ ହୋଇଯାଇଛି। ବ୍ରହ୍ମାଙ୍କ ମାନସ ପୁତ୍ରଙ୍କ ଜନ୍ମ ଦିନରେ ସଂଘର ପ୍ରଚାର ବିଭାଗ ତରଫରୁ…

error: Content is protected !!