ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କର୍ଣ୍ଣ ) ଆଜି ସୁବର୍ଣ୍ଣପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ସହ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ସୁସ୍ଥ ଭାରତ : ସୁସ୍ଥ ମଣିଷ” ବାର୍ତ୍ତାକୁ ନେଇ ଏକ ସମୂହ…

ସୁବଳୟାରେ ଝୁଲଣ ଯାତ୍ରା ଉଦଯାପିତ

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ଦିନ ଧରି ସୁବଳୟା ର ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ…

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଚୈତନ୍ୟ ଭୁକ୍ତା ) ବିରାମହରାଜପୁର ବ୍ଲକ ଖଣ୍ଡହତା ରବୀନ୍ଦ୍ରନାଥ ଜୁନିଅର କଲେଜ ଠାରେ ସିୟା ପରିବାର ଓ ସମ୍ବାଦ ଆମ ଓଡିଶା ତରଫରୁ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୩…

ଅପରାଧୀକୁ ଗିରଫ ଦାବିକଲା ଆଦିବାସୀ ସଂଘ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋହିରିଆଘାଟ ଗ୍ରାମର ରାଜକିଶୋର କୁଅଁର ଙ୍କୁ ଗତ ତା ୮.୦୮.୨୦୨୪ ରିଖ ସନ୍ଧ୍ୟା ସମୟରେ…

ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା,ଉତ୍ତରଦ୍ୱାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ଆଜି ପଞ୍ଚମ ପର୍ଯ୍ୟାୟ ରେ ସଦର ବ୍ଲକ ହରଡ଼ଖଳ, ଜନମୁରା, ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ…

ଅବସର ପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ପରଲୋକ

ସୁବର୍ଣ୍ଣପୁର (ରିପୋର୍ଟ – ଚୈତନ୍ୟ ଭୁକ୍ତା ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି l ଆଜି ସକାଳ ୭ ଟା…

ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା କୁ ହ୍ରାସ କରିବା ଉପରେ ଗରୁତ୍ବ ପ୍ରଦାନ ପୂର୍ବକ ଆଜି ଜିଲ୍ଲା ସଡ଼କ ସୁରକ୍ଷା କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା…

ସିଜିଏମ କୋର୍ଟ କର୍ମଚାରୀ ଜୟ ପ୍ରକାଶଙ୍କ ଦେହାନ୍ତରେ ସୋନପୁରରେ ଶୋକ

ଶ୍ରୀକ୍ଷେତ୍ର ନ୍ୟୁଜ୍ (ରିପୋର୍ଟ-ଚୈତନ୍ୟ ଭୁକ୍ତା): ସୋନପୁର ସି ଜି ଏମ କୋର୍ଟ ର ସିନିୟର୍ ଟାଇପିଷ୍ଟ ଜୟ ପ୍ରକାଶ ମିଶ୍ରଙ୍କ ଆଜି ରାତି ୨.୩୦ ମି ରେ ୫୨ ବର୍ଷ ବୟସରେ ଦେହାନ୍ତ ଘଟିଛି l ଏ ଖବର ପ୍ରସାରିତ ହେବା…

ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ପାଳିତ

ସୋନପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) : ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଲଲୁ ପଡ଼ିଆ ଠାରେ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଓ ଜଡିବୁଟି ଦିବସ ପାଳିତ ହୋଇ ଯାଇଛି l ପ୍ରତି ଘରେ ଘରେ ଆୟୁର୍ବେଦ…

ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ବିରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ…

error: Content is protected !!