ବଅଁରପାଳ ଥାନା ସମ୍ମୁଖରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବସ୍ ରୁ ଡିଜେଲ ଚୋରୀ

ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨ ଟି ବସ୍ ଡିଜେଲ ଚୋରୀ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି, ସୂଚନା ରୁ ପ୍ରକାଶ ସ୍କୁଲ ଖରା ଛୁଟି ଯୋଗୁଁ ସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ…

ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ- ୨୨୦୦ରୁ ଉର୍ଦ୍ଧ୍ବ ଚାରା ରୋପଣ

ଅନୁଗୁଳ/ମେରାମଣ୍ଡଳୀ(ଅଜିତ କୁମାର ଭୋଇ): ଜୁନ୍ ୫, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି (ଇନସ୍ପାୟାର୍ଡ ବାଇ ନେଚର୍। ଫର୍ କ୍ଲାଇମେଟ୍। ଫର୍ ଆଓର୍ ଫ୍ୟୁଚର୍)…

ତାଳଚେରର ନୂତନ ରଥ ନିର୍ମାଣ ଖର୍ଚ୍ଚ ବହନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର(ଅଜିତ କୁମାର ଭୋଇ): ତାଳଚେରରେ ରାଜାରାଜୁଡ଼ା ଅମଳରୁ ହେଉଥିବା ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କମିଟିର ସଭାପତି ତଥା ଉପଜିଲ୍ଳାପାଳ, ବିଧାୟକ, ପୂର୍ବତନ ସାଂସଦ, ତାଳଚେର ରାଜା…

ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍‌

ଢେଙ୍କାନାଳ (ଅଜିତ୍ କୁମାର ଭୋଇ) : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ୧୪ ବର୍ଷରୁ କମ୍ ବାଳିକା ଟିମ୍ ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି । ମେ ୬…

ମ୍ୟାଟ୍ରିକ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଛାତ୍ରୀ ଆଦ୍ୟାଶା

ଅନୁଗୋଳ(ଅଜିତ କୁମାର ଭୋଇ): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ବାଗଡିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ ୯୬.୩୩% ମାର୍କ ହାସଲ କରିଛନ୍ତି। ସେ ଖମାର ଗାଁର ଶିକ୍ଷକ ଭବାନୀ ଆଚାର୍ଯ୍ୟ ଓ…

ଘରୋଇ କମ୍ପାନୀକୁ ତାଳଚେରବାସୀଙ୍କ ତିବ୍ର ବିରୋଧ

ତାଳଚେର (ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ ୧୦ନଂୱାର୍ଡ଼ ଦଶହରା ପଡ଼ିଆ ଠାରେ ଘରୋଇ କମ୍ପାନୀକୁ ତାଳଚେର ଭିତରେ ପୁରାଇ ନଦେବାକୁ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା । ଘଟଣାରୁ ପ୍ରକାଶ, ତାଳଚେରର ପ୍ରାୟ ୮ଟି ପଂଚାୟତ ଏମସିଏଲ ଅଧିଗ୍ରହଣ କରି…

ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ

ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଗୌଡା ଦୀପ ପ୍ରଜ୍ଜ୍ଵଳନ…

୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ

ତାଳଚେର(ଅଜିତ କୁମାର ଭୋଇ): ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ…

ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି ଜଗନ୍ନାଥ କ୍ଷେତ୍ରର ସଫଳତା

ତାଳଚେର (ଅଜିତ କୁମାର ଭୋଇ) : ସଦ୍ୟ ପ୍ରକାଶିତ ସି. ବି. ଏସ. ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡି. ଏ. ଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀ ମାନେ ଆଶାତୀତ ସଫଳତା ହାସଲ କରିଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ…

Powered by Joinchat