ତାଳଚେର (ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ ୧୦ନଂୱାର୍ଡ଼ ଦଶହରା ପଡ଼ିଆ ଠାରେ ଘରୋଇ କମ୍ପାନୀକୁ ତାଳଚେର ଭିତରେ ପୁରାଇ ନଦେବାକୁ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା । ଘଟଣାରୁ ପ୍ରକାଶ, ତାଳଚେରର ପ୍ରାୟ ୮ଟି ପଂଚାୟତ ଏମସିଏଲ ଅଧିଗ୍ରହଣ କରି…
Category: ଅନୁଗୁଳ
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ
ଅନୁଗୁଳ(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ଵାଭିମାନ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଗୌଡା ଦୀପ ପ୍ରଜ୍ଜ୍ଵଳନ…
୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ
ତାଳଚେର(ଅଜିତ କୁମାର ଭୋଇ): ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ…
ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି ଜଗନ୍ନାଥ କ୍ଷେତ୍ରର ସଫଳତା
ତାଳଚେର (ଅଜିତ କୁମାର ଭୋଇ) : ସଦ୍ୟ ପ୍ରକାଶିତ ସି. ବି. ଏସ. ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଡି. ଏ. ଭି ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀ ମାନେ ଆଶାତୀତ ସଫଳତା ହାସଲ କରିଛନ୍ତି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ…
ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ ଅନୁଗୋଳ ବନ ବିଭାଗର ସଫଳ କମ୍ବିଂ ଅପରେସନ୍
ଅନୁଗୋଳ(ଅଜିତ କୁମାର ଭୋଇ): ଜିବେ ଦୟା କାର୍ଯ୍ୟକ୍ରମ ଅଧୀନରେ ସଫଳ କମ୍ବିଂ ଅପରେସନ୍:୧୪ ଏପ୍ରିଲ୍ ୨୦୨୬ରେ, ଶ୍ରୀ ନୀତିଶ କୁମାର, ବିଭାଗୀୟ ବନ ଅଧିକାରୀ (ଡିଏଫଓ)ଙ୍କ ତତ୍ତ୍ୱାବଧାନରେ ଅନୁଗୁଳ ବନ ବିଭାଗର ସମସ୍ତ ରେଞ୍ଜରେ ଜୀବଦୟା କାର୍ଯ୍ୟକ୍ରମ ଅଧୀନରେ କମ୍ବିଂ ଅପରେସନ୍…
ଟେଣ୍ଟ୍ ବନ୍ଧାବେଳେ ବଡ଼ ଦୁର୍ଘଟଣା, ୩ ମୃତ, ୩ ଗୁରୁତର
ଅନୁଗୁଳ(ଅଜିତ କୁମାର ଭୋଇ): ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗ୍ରାମରେ ଦଣ୍ଡନୃତ୍ୟ ପାଇଁ ଟେଣ୍ଟ୍ ବନ୍ଧାବେଳେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତିନିଜଣଙ୍କର…
ଏନଡିଆରଏଫ୍ ପକ୍ଷରୁ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ଅନୁଗୁଳ/ତାଳଚେର (ଅଜିତ କୁମାର ଭୋଇ): ଅଗ୍ନିଶମ, ସିପିଆର୍, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ୟାବହାରିକ ତାଲିମମେରାମଣ୍ଡଳୀ, ଏପ୍ରିଲ ୧୨, ୨୦୨୬: ଜରୁରୀକାଳୀନ ପ୍ରସ୍ତୁତି ଏବଂ ସାମୁଦାୟିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମୁଣ୍ଡଳୀ, ଭୁବନେଶ୍ୱର ସ୍ଥିତ ଜାତୀୟ ବିପର୍ଯ୍ୟୟ…
ଅବକାରୀ ବିଭାଗ ପକ୍ଷରୁ ହେରୋଇନ୍ ଜବତ ୧ ଗିରଫ
ତାଳଚେର (ଅଜିତ କୁମାର ଭୋଇ): ତାଳଚେର ଅବକାରୀ ବିଭଗ ପକ୍ଷରୁ ବହ୍ଲରଛକ ଠାରେ ଆତର୍କି ଚଢ଼ାଉ କରାଯାଇ ଜଣେ ବ୍ୟବସାୟୀ ଠାରୁ ୬୫ଗ୍ରାମ ହେରୋଇନ୍ ଜବତ କରାଯାଇଥିବା ବେଳେ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରିକ୍ଷକ ଉମାକାନ୍ତ…
ତାଣ୍ଡବ ରଚିଲା କାଳବୈଶାଖୀ, କୁଆପଥର ସହିତ ବର୍ଷା
ଅନୁଗୋଳ (ଅଜିତ କୁମାର ଭୋଇ): ବଅଁରପାଳ ଥାନାବ୍ଲକଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ ବର୍ଷାକୁଆପଥର ମାଡ଼ଦିନ ତିନିଟା ତିରିଶି ସମୟ ରେ ତୁହାକୁ ତୁହା ବର୍ଷା ସହିତ କୁଆପଥର ମାଡ଼ ଆକାଶରୁ ହଟୁନାହିଁ କଳାହାଣ୍ଡିଆ ମେଘ ବୈଶାଖ ଚାଲିଛି ଝମାଝମ୍ ବର୍ଷା ବର୍ଷାର…
ଗୋପାଳପ୍ରସାଦରେ ମା’ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ
ତାଳଚେର(ଅଜିତ କୁମାର ଭୋଇ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା…
