ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…
Category: ଅନୁଗୁଳ
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଅନୁଗୁଳ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାଶ ଦୀପ ପ୍ରଜ୍ଵଳନ ପୂର୍ବକ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଫଟୋ ଚିତ୍ରରେ…
ଜଳଭଣ୍ଡାରରୁ ବନ୍ୟଜନ୍ତୁ ଉଦ୍ଧାର ନେଇ ମକ୍ ଡ୍ରିଲ୍
ଅନୁଗୁଳ (ଅଜିତ କୁମାର ଭୋଇ) : ବନ୍ୟଜନ୍ତୁଙ୍କୁ ଜରୁରୀ ପରିସ୍ଥିତିରେ ତ୍ୱରିତ ଓ ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ଅନୁଗୁଳ ବନଖଣ୍ଡର RRT ଏବଂ MVU ଟିମ୍ ପକ୍ଷରୁ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ଜଳଭଣ୍ଡାରରେ ପଡ଼ିଥିବା ଏକ…
ଗଣେଶ ପୂଜା ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବନ୍ତଳା/ଅନୁଗୁଳ (ଅଜିତ କୁମାର ଭୋଇ) : ପବିତ୍ର ଗଣେଶ ପୂଜା ଅବସରରେ ଅନୁଗୋଳ ୱାର୍ଡ ନଂ ୬ ଆମ୍ବେଦକର ନଗର ଠାରେ ଆଜାଦ୍ ମଜଦୂର ସଂଘ ଏବଂ ଇନ୍ଦିରା କ୍ଲବ୍ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ…
ତୁଳସୀପାଳ ଜିପି ବିଜେଡି ନୂତନ କର୍ମକର୍ତ୍ତା ଚୟନ
ଅନୁଗୁଳ/ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଫଟାକାଞ୍ଜିଆ ସ୍ଥିତ ମା’ ମହାପାଟ ଙ୍କ ମନ୍ଦିର ସମ୍ମୁଖରେ ତୁଳସୀପାଳ ପଞ୍ଚାୟତ ବିଜେଡି ପକ୍ଷରୁ ପଞ୍ଚାୟତ ସଭାପତି ଦୁଃଖବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା…
ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ: ଅନୁଗୋଳରୁ ୫ ଜଣ ଅଟକ
ଅନୁଗୋଳ(ଅଜିତ କୁମାର ଭୋଇ) : ସହରର ବେଶ୍ ଜନଗହଳିପୂର୍ଣ୍ଣ ଅଞ୍ଚଳ ଅମଲାପଡ଼ାରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ ହୋଇଛି। ଜଣେ ସ୍ୱର୍ଗତ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଦୀର୍ଘ ଦିନରୁ ଚାଲିଥିବା ଏହି ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛି…
ବିଟକାଳ ଶବ୍ଦ କରୁଥିବା ଗାଡ଼ି ଉପରେ ପୋଲିସର ଚଢ଼ାଉ, ୩୩ ଗାଡ଼ିରୁ ₹୨,୦୦,୫୦୦ ଜରିମାନା
ତାଳଚେର(ଅଜିତ କୁମାର ଭୋଇ) : ଅପରେସନ ‘ସୁରକ୍ଷା’ ଅଧୀନରେ ପରିବର୍ତ୍ତିତ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ଯାନବାହନ ବିରୋଧରେ ତାଳଚେର ସବ୍-ଡିଭିଜନ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି।ଏହି ଅଭିଯାନରେ ତାଳଚେର ଥାନା ପକ୍ଷରୁ ୧୫ଟି ଗାଡ଼ିରୁ ୭୫…
ଏମ୍ସିଏଲ୍ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ
ଅନୁଗୋଳ (ଅଜିତ୍ କୁମାର ଭୋଇ): ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍ସିଏଲ୍)ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ନୂତନ ଉପନଗରପାଳ ହେଲେ ଅନିତା
ତାଳଚେର(ଅଜିତ କୁମାର ଭୋଇ): ଓଡ଼ିଶା ମ୍ୟୁନିସ୍ ପାଲିଟ୍ ମାନୁଆଲର ସେକସନ ୯୧ ଓ ୯୨ ଅନୁଯାୟୀ ତାଳଚେର ପୌରପରିଷଦ କାଉନସିଲ ପକ୍ଷରୁ ୨୧ନଂ ୱାର୍ଡ଼ର କାଉନସିଲର ଅନିତା ବିଶ୍ୱାଳଙ୍କୁ ଉପନଗରପାଳ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ…
ଅନୁଗୋଳ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ଦୁଇ ଗିରଫ
ଅନୁଗୋଳ (ଜିତେନ୍ଦ୍ର କୁମାର ସାବୁତ): ନାଲକୋ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ନିକଟରେ ଥିବା ନାଲକୋ ଆସପଣ୍ଡ ନିକଟରେ ଦୁଇ ସାଙ୍ଗ ଫଟୋ ଉଠାଉଥିବା ବେଳେ ଗୋଟିଏ ପଲସର ବାଇକରେ ତିନିଜଣ ଆସି ଛୁରୀ ଦେଖାଇ ଇ ଦୁଇଟି ମୋବାଇଲ୍ ଓ…
