ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ୨୦୨୫ ପାଳିତ

ଅନୁଗୁଳ(ଅଜିତ କୁମାର ଭୋଇ): ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା ଏକ ସଚେତନତା ରାଲିରେ…

ଶସ୍ୟ ଡବା ବଣ୍ଟନ କଲେ ବନ ବିଭାଗ

ଅନୁଗୋଳ (ଅଜିତ କୁମାର ଭୋଇ): ବନ୍ତଳା ରେଞ୍ଜର ଖିଣ୍ଡା ସେକ୍ସନର ପୋକାତୁଙ୍ଗା ବିଟ ଅନ୍ତର୍ଗତ ବାଘୁଆପାଟରେ ଆଦିବାସୀ ହିତାଧିକାରୀଙ୍କୁ 20ଟି ଶସ୍ୟ ଡବା ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା। ଏହି କାର୍ଯ୍ୟକ୍ରମରେ ବନ୍ତଳା ରେଞ୍ଜ ଅଧିକାରୀ ଶ୍ରୀ ପ୍ରସନ୍ନ…

ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ନିର୍ମାଣ ଉଛେଦ

ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ମଧ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀ ଯାଗାକୁ ଉଦ୍ଧାର କରାଯିବା ସହ ବେନିୟମ ଭାବେ ନିର୍ମାଣ କରା ଯାଇଥିବା ପାଚେରୀକୁ ହଟେଇ ଦିଆଯାଇଛି l ସୂଚନା…

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ଅନୁଗୋଳ(ଅଜିତ କୁମାର ଭୋଇ): ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ବାଲ୍ୟ ବିବାହ ନିରୋଧ ଦିବସ ଅନୁଗୁଳ ଜିଲ୍ଲା ର ୬୨ ଟି ଗ୍ରାମ ଓ ୧୪ ଟି ସ୍କୁଲ ରେ ସଚେତନତା ରାଲି ଓ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।…

ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

ଅନୁଗୋଳ/ବଅଁରପାଳ (ଅଜିତ କୁମାର ଭୋଇ) : ନାଲକୋ କାରଖାନାର ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ନେଇ ଆଜି (ଇଡି) ଆଡ୍ମିଷ୍ଟେସନ ଅଫିସ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ରାଲି ପ୍ରଦର୍ଶନ…

ନାଲ୍‌କୋ ଠିକା ଶ୍ରମିକ ସମନ୍ବୟ ସମିତିର ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟରୋକ୍ ଆନ୍ଦୋଳନ

ଅନୁଗୋଳ(ଅଜିତ୍ କୁମାର ଭୋଇ): ନାଲକୋ ଠିକା ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ନାଲକୋ ସିପିପି ପ୍ଲାଣ୍ଟ ଗେଟ ସମୁଖରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ବିନା କାରଣରେ ଛଟେଇ ଓ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର…

ବଅଁରପାଳ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦଘାଟନ ସମାରୋହ

ଅନୁଗୁଳ (ଜିତେନ୍ଦ୍ର କୁମାର ସାବୁତ): ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୨୯ତମ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ପି. ବି. କେ. ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦ୍ ଘlଟିତ ହୋଇଯାଇଅଛି l ଉକ୍ତ କ୍ରୀଡା ସମାରୋହରେ ବିଦ୍ୟାଳୟର ସଭାପତି…

ଗୃହଲକ୍ଷ୍ମୀ ସମବାୟ ସମିତିକୁ ଶ୍ରେଷ୍ଠ ମହିଳା ସମବାୟ ସମିତି ପୁରସ୍କାର

ଅନୁଗୋଳ (ଅଜିତ କୁମାର ଭୋଇ): ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ସହଯୋଗରେ ପରିଚାଳିତ ଗୃହଲକ୍ଷ୍ମୀ ସମବାୟ ସମିତିକୁ ମହିଳା ବହୁମୁଖୀ ସମବାୟ ସମିତି (ଡବ୍‌ଲ୍ୟୁଏମପିସିଏସ୍) ବର୍ଗରେ ଶ୍ରେଷ୍ଠ ସମବାୟ ସମିତି ପୁରସ୍କାର ମିଳିଛି।୨୦୨୫ ନଭେମ୍ବର ୧୯ରେ ଭୁବନେଶ୍ୱରଠାରେ…

ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା ଶିବିର

ଅନୁଗୋଳ(ଅଜିତ ରାଷ୍ଟ୍ରିୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆର. ବି. ଏସ୍. କେ ଓ ନାରାୟଣ କାର୍ଡିୟାକ୍ ସାଇନ୍ସ ଇନଷ୍ଟିଚ୍ୟୁଟ ବାଙ୍ଗାଲୋର ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍.ଆର. ସି ଠାରେ ଶିଶୁ, କିଶୋର ଓ କିଶୋରୀଙ୍କ ହୃଦ ରୋଗ ପରୀକ୍ଷା…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ): ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡା ଉପଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୪୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।…

error: Content is protected !!