ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ ରବିବାର ଯାଜପୁର ଜିଲ୍ଲାର ଛତିଆରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ”ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଏହି…
Category: ଅନୁଗୁଳ
ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ
ଅନୁଗୋଳ(ଅଜିତ କୁମାର ଭୋଇ): ଆଜି ଅପରାହ୍ନ ରେ ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର…
ହାତ ତିଆରି ବନ୍ଧୁକ ସହ କାଟ୍ରିଜ୍ ଜବତ କଲା ବନ ବିଭାଗ
ଅନୁଗୋଳ (ଅଜିତ କୁମାର ଭୋଇ): ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା ରେଖାରେ ଡ୍ୟୁଟିରେ…
ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ
ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ପୂର୍ବାହ୍ନରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧୀନରେ ଏକ କର୍ମଶାଳା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବରେ…
ରେଡିଓଲୋଜି ଓ ପରମାଣବିକ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ନିମନ୍ତେ ବୈଠକ
ଅନୁଗୋଳ (ଅଜିତ କୁମାର ଭୋଇ): ସମ୍ଭାବ୍ୟ ରାସାୟନିକ, ଜୈବିକ, ରେଡିଓଲୋଜି ଓପରମାଣବିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ବୈଠକ ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ପୁର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ…
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ୨୦୨୫ ପାଳିତ
ଅନୁଗୁଳ(ଅଜିତ କୁମାର ଭୋଇ): ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା ଏକ ସଚେତନତା ରାଲିରେ…
ଶସ୍ୟ ଡବା ବଣ୍ଟନ କଲେ ବନ ବିଭାଗ
ଅନୁଗୋଳ (ଅଜିତ କୁମାର ଭୋଇ): ବନ୍ତଳା ରେଞ୍ଜର ଖିଣ୍ଡା ସେକ୍ସନର ପୋକାତୁଙ୍ଗା ବିଟ ଅନ୍ତର୍ଗତ ବାଘୁଆପାଟରେ ଆଦିବାସୀ ହିତାଧିକାରୀଙ୍କୁ 20ଟି ଶସ୍ୟ ଡବା ବଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲା। ଏହି କାର୍ଯ୍ୟକ୍ରମରେ ବନ୍ତଳା ରେଞ୍ଜ ଅଧିକାରୀ ଶ୍ରୀ ପ୍ରସନ୍ନ…
ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ନିର୍ମାଣ ଉଛେଦ
ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ମଧ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଏକ ସରକାରୀ ଯାଗାକୁ ଉଦ୍ଧାର କରାଯିବା ସହ ବେନିୟମ ଭାବେ ନିର୍ମାଣ କରା ଯାଇଥିବା ପାଚେରୀକୁ ହଟେଇ ଦିଆଯାଇଛି l ସୂଚନା…
ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ
ଅନୁଗୋଳ(ଅଜିତ କୁମାର ଭୋଇ): ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ବାଲ୍ୟ ବିବାହ ନିରୋଧ ଦିବସ ଅନୁଗୁଳ ଜିଲ୍ଲା ର ୬୨ ଟି ଗ୍ରାମ ଓ ୧୪ ଟି ସ୍କୁଲ ରେ ସଚେତନତା ରାଲି ଓ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।…
ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ
ଅନୁଗୋଳ/ବଅଁରପାଳ (ଅଜିତ କୁମାର ଭୋଇ) : ନାଲକୋ କାରଖାନାର ନାଲକୋ ଠିକା ମଜଦୂର ସଂଘ ପକ୍ଷରୁ ଦାବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ନେଇ ଆଜି (ଇଡି) ଆଡ୍ମିଷ୍ଟେସନ ଅଫିସ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ରାଲି ପ୍ରଦର୍ଶନ…
