ବରଗଡ (ମୁକୁନ୍ଦ ଦାସ ):ବରଗଡ ବନଖଣ୍ଡ ପକ୍ଷରୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ବରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଲିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର ଶ୍ରୀ କୁନାଲ ମୋତିରାମ ଚୌହାନ ମୁଖ୍ଯ…
Category: ବରଗଡ
ବରଗଡ଼ରେ ଆଦର୍ଶ କୃଷି ସମ୍ବନ୍ଧୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ
ବରଗଡ଼ (ମୁକୁନ୍ଦ ଦାସ ) : କୃଷି କ୍ଷେତ୍ରରେ ଦେଖା ଦେଉଥିବା ସଙ୍କଟ ଓ ଏହାର ନିରାକରଣ ସମ୍ବନ୍ଧୀୟ ଆଦର୍ଶ କୃଷି ବ୍ୟବସ୍ଥା ଉପରେ ଏକ କୃଷକ ସମ୍ମିଳନୀ ରବିବାର ବରଗଡ଼ ଗୋବିନ୍ଦପାଲି ପଲ୍ଲଵ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦ…
ଇମ୍ପେରିଆଲ୍ କଲେଜ ଶିକ୍ଷାର୍ଥୀଙ୍କ ଇକୋ ପରିଭ୍ରମଣ ଓ ପରିବ୍ରାଜକ ପକ୍ଷୀଙ୍କ ତଥ୍ଯ ସଂଗ୍ରହ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ସ୍ଥିତ ଇମ୍ପେରିଆଲ୍ କଲେଜର ଶିକ୍ଷାର୍ଥୀ ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ଓ ଅନ୍ତପାଲି ଗ୍ରାମକୁ ଶୈକ୍ଷିକ ପରିଭ୍ରମଣରେ ଆସି ବିଭିନ୍ନ ପ୍ରଜାତିର ପରିବ୍ରାଜକ ପକ୍ଷୀ ଦର୍ଶନ କରିଥିଲେ। ବରଗଡ ସ୍ଥିତ ଇମ୍ପେରିଆଲ୍…
ନୂଆଁଖାଇ ଭେଟଘାଟ ଓ ପୂଜ୍ୟପୂଜା ମହୋତ୍ସବ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ
ବରଗଡ (ମୁକୁନ୍ଦ ଦାସ ): କୌଟିଲ୍ୟ ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ ସଂଘ ସଭାପତି ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ଏହି…
ଟ୍ୟାକ୍ସୀ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରପାଲି ମାର୍କେଟ ୟାର୍ଡ଼ ଠାରେ ଚଳିତ ବର୍ଷର ବରପାଲି ଟେକ୍ସସି ମାଲିକ ସଂଘର ବାର୍ଷିକ ସାଧାରଣ ସଭା ସଭାପତି ସଲିମ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଚଳିତ ବର୍ଷପାଇଁ…
ବରଗଡ଼ ଜିଲା କାରାଗାର ଉପରେ ପୋଲିସ ଚଢ଼ାଉ
ବରଗଡ (ମୁକୁନ୍ଦ ଦାସ ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍ପି ପି. ଏସ୍ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍ଖା ଜବତ ହୋଇଛି।…
ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସ୍ଵଭାବ ସ୍ଵଚ୍ଛତା , ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା
ବରଗଡ (ମୁକୁନ୍ଦ ଦାସ ): ଜିଲ୍ଲା ଅମ୍ବାଭୋନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ”ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତମ ସ୍ବାସ୍ଥ୍ୟ ଗଠନ…
ଷ୍ଟେଟ ଫରେଷ୍ଟ ସ୍ପୋର୍ଟସ୍ ମିଟ୍ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ
ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): :ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ…
ସେବା ପାଇଁ ମୁକୁନ୍ଦ, ରକ୍ତଦାନ ପାଇଁ ଶିବାନନ୍ଦ, କ୍ରୀଡା ପାଇଁ ସନ୍ତୋଷ ସମ୍ମାନିତ
ବରଗଡ : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ପ୍ରେରଣା ଖବର ଓ ପ୍ରେରଣା ପୋର୍ଟାଲ ର ୪ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହା ଆଡ଼ମ୍ବରରେ ସହିତ ପାଳନ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ର…
ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସକାଳୁ ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।ମୃତ ପ୍ରେମୀଯୁଗଳ ଭେଡେନ ବ୍ଲକ…